ଭି.କେ ପାଣ୍ଡିଆନଙ୍କ ଭିଆରଏସ୍ ଯୋଜନାବଦ୍ଧ। ଯେତେବେଳେ ସେ ଅମିତ ଶାହଙ୍କ ସହିତ ସେ ସାକ୍ଷାତ କରିଥିଲେ, ସେତେବେଳେ ଏ ସବୁ ଯୋଜନା ହୋଇଥିଲା। ତାହା ଏବେ ଫଳପ୍ରଦ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।