ଚର୍ଚ୍ଚାରେ ରୁଦ୍ର ଓ ଆଶ୍ରିତଙ୍କ ସ୍ମିତ ହାସ୍ୟ ଫଟୋ

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏହାରି ଭିତରେ ଏକ ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେଉଁଥିରେ ବିଜେଡି ବିଧାୟକ ରୁଦ୍ରନାରାୟଣ ମହାରଥୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ଉଭୟ ସ୍ମିତ ହାସ୍ୟ ଦେଇ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ମନରେ କିଛି ଗସିପ୍‌ ଆସିବା ପୂର୍ବରୁ ପୂରା ଘଟଣା ଉପରେ ନଜର ପକାନ୍ତୁ। ଘଟଣାଟି ଏମିତି। ପିପିଲିରେ […]

Rudra-and-Asrita

Rudra-and-Asrita

Manoranjan Sial
  • Published: Wednesday, 05 January 2022
  • Updated: 06 January 2022, 11:28 AM IST

Sports

Latest News

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏହାରି ଭିତରେ ଏକ ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେଉଁଥିରେ ବିଜେଡି ବିଧାୟକ ରୁଦ୍ରନାରାୟଣ ମହାରଥୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ଉଭୟ ସ୍ମିତ ହାସ୍ୟ ଦେଇ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି।

ମନରେ କିଛି ଗସିପ୍‌ ଆସିବା ପୂର୍ବରୁ ପୂରା ଘଟଣା ଉପରେ ନଜର ପକାନ୍ତୁ। ଘଟଣାଟି ଏମିତି। ପିପିଲିରେ ଜଣେ ସାମ୍ୱାଦିକଙ୍କ ପିତୃ ବିୟୋଗରେ ହୋଇଥିବା ଏକାଦଶାହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ସବୁ ଅତିଥିଙ୍କ ପରି ବିଧାୟକ ରୁଦ୍ର ଓ ଆଶ୍ରିତ ମଧ୍ୟ ଯୋଗଦେଇଥିଲେ। ରାଜନୀତି ରଣକ୍ଷେତ୍ରରେ ଉଭୟ ପରସ୍ପର ବିରୋଧୀ ହୋଇଥିଲେ ମଧ୍ୟ ପାଖାପାଖି ବସିଥିଲେ। ମଝିରେ ମଝିରେ ଉଭୟ ମୁରୁକି ମୁରୁକି ହସି ଆଳାପ କରୁଥିବା ଦେଖିବାକୁ ମିଳିଥିଲା।

ରୁଦ୍ର ଓ ଆଶ୍ରିତଙ୍କ ସ୍ମିତ ହାସ୍ୟ ସମ୍ବଳିତ ଆଳାପ ଅନ୍ୟ ଅତିଥିଙ୍କୁ ଆଲୋଚନାର ଖୋରାକ ଯୋଗାଇଥିଲା। ଦୁଇ ନେତାଙ୍କ ଏପରି ଅପୂର୍ବ ମିଳନ ଦୃଶ୍ୟକୁ କିନ୍ତୁ ଛାଡ଼ିନଥିଲେ ଫଟୋଗ୍ରାଫର। ସେ ନିଜ କ୍ୟାମେରାରେ ଉଭୟଙ୍କ ଫଟୋ ବିଭିନ୍ନ ଆଙ୍ଗେଲ୍‌ରୁ କଏଦ କରିଥିଲେ। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଆଉ ସୋଶାଲ୍‌ ମଡ଼ିଆ ଆଲୋଚକଙ୍କୁ ଯୋଗାଇଛି ଖୋରାକ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି ରାଜନୈତିକ ମାହୋଲ ଯେତିକି ସରଗରମ ହେଉଥିଲା, ଏଭଳି ଫୋଟୋ ଆସିବା ପରେ ହଠାତ ସେଥିରେ ଶିଥିଳତା ପଡ଼ିଗଲା ବୋଲି ଆଲୋଚନା ହେଉଛି।

ସୂଚନାରୁ ପ୍ରକାଶ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ହୋଇଥିଲା ଉପନିର୍ବାଚନ। ସେଥିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ଆଶ୍ରିତ ବିଜେପିରୁ ପ୍ରତିଦ୍ୱନ୍ଦୀତା କରିଥିଲା। ନିର୍ବାଚନରେ ହୋଇଥିଲା କଡ଼ା ଟକ୍କର। ଆଉ ଏଥିରେ ରୁଦ୍ର ମହାରଥୀ ବାଜିମାତ କରିଥିଲେ। ଉପନିର୍ବାଚନ ଫଳାଫଳ ପରେ ଉଭୟ ନେତା ପ୍ରଥମ ଥର ପାଇଁ ଏକାଠି ବସିଥିବା ଦେଖିବାକୁ ମିଳିଛି। ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଦୁଇ ନେତାଙ୍କୁ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story