ବନ୍ଧା ହେଲେ ଜିଲ୍ଲା ଛାତ୍ର ବିଜେଡି ସଭାପତି

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନ ଗିରଫ ହୋଇଛନ୍ତି। ବିଶ୍ୱକପ୍‌ ଟ୍ରପି ଶୋଭାଯାତ୍ରା ବେଳେ ପିଡି ଡିଆରଡିଏ ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ମାମଲାରେ ତାଙ୍କୁ ଗିରଫ କରିଛି ପୁଲିସ୍‌। ଅତିରିକ୍ତ ତହସିଲଦାରଙ୍କ ଏତଲା ଆଧାରରେ ଗିରଫ କରିଛି ଟାଉନ ଥାନା ପୁଲିସ୍‌। ବିଶ୍ୱକପ୍‌ ହକି ଟ୍ରଫି ମଙ୍ଗଳବାର ସୁନ୍ଦରଗଡ଼ ମ୍ୟୁନିସିପାଲିଟି ପରିକ୍ରମା କରୁଥିଲା। ଟ୍ରଫିଟି ନୂଆବସ୍‌ ଷ୍ଟାଣ୍ଡରୁ ବାହାରି ବୟନିକା ଛକ ଅଭିମୁଖେ ଆସିଲା […]

BJD

BJD

Manoranjan Sial
  • Published: Wednesday, 18 January 2023
  • Updated: 18 January 2023, 07:14 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନ ଗିରଫ ହୋଇଛନ୍ତି। ବିଶ୍ୱକପ୍‌ ଟ୍ରପି ଶୋଭାଯାତ୍ରା ବେଳେ ପିଡି ଡିଆରଡିଏ ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ମାମଲାରେ ତାଙ୍କୁ ଗିରଫ କରିଛି ପୁଲିସ୍‌। ଅତିରିକ୍ତ ତହସିଲଦାରଙ୍କ ଏତଲା ଆଧାରରେ ଗିରଫ କରିଛି ଟାଉନ ଥାନା ପୁଲିସ୍‌।

ବିଶ୍ୱକପ୍‌ ହକି ଟ୍ରଫି ମଙ୍ଗଳବାର ସୁନ୍ଦରଗଡ଼ ମ୍ୟୁନିସିପାଲିଟି ପରିକ୍ରମା କରୁଥିଲା। ଟ୍ରଫିଟି ନୂଆବସ୍‌ ଷ୍ଟାଣ୍ଡରୁ ବାହାରି ବୟନିକା ଛକ ଅଭିମୁଖେ ଆସିଲା ବେଳେ ରାସ୍ତାରେ ଜୟ ଜଗନ୍ନାଥ ଟ୍ରକ୍‌ ଆସୋସିଏସନ୍‌ ପକ୍ଷରୁ ଭବ୍ୟ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ୱାଗତ କରିବା ପାଇଁ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂ, ତଲସରାର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଅପେକ୍ଷା କରିଥିଲେ।

ଟ୍ରଫି ଥିବା ଗାଡ଼ିଟି ପହଞ୍ଚିବା ପରେ ଯୋଗେଶ ସିଂ, ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଗାଡ଼ି ଉପରେ ଚଢ଼ିଯାଇ ସେଲ୍‌ଫି ଉଠାଉଥିଲେ। ଯାହାକୁ ବିରୋଧ କରିଥିଲେ ପିଡି ଡିଆର୍‌ଡିଏ ମନୋଜ ସତ୍ୟବାନ ମହାଜନ। ସେ ଦୁଇ ପୂର୍ବତନ ବିଧାୟକଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ବିଜେଡି ନେତା ଯୋଗେଶ ସିଂଙ୍କୁ ଜବରଦସ୍ତି ଗାଡ଼ିରୁ ତଳକୁ ଟାଣି ଆଣିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବିଜେଡି ନେତା ଓ କର୍ମୀମାନେ ଜିଲ୍ଲାପାଳ ଡା ପରାଗ ହର୍ଷଦ ଗଭାଲି ଓ ପିଡି ଡିଆରଡିଏ ମନୋଜ ସତ୍ୟବାନ ମହାଜନଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ।

ଏହି ଘଟଣାରେ ଅତିରିକ୍ତ ତହସିଲଦାର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଜିଲ୍ଲା ଛାତ୍ର ବିଜେଡି ସଭାପତି ସେହବାଜ ସୟଦ ହୁସେନଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story