ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡା ମାଡ଼!

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଗସ୍ତ ବେଳେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। କଂଗ୍ରେସ ଓ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିବା ସହ କଳା ପତାକା ଦେଖାଇଥିବା ଅଭିଯୋଗ ହୋଇଛି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନଥିବା ଜଣାପଡ଼ିଛି। ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କର ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ଥିଲା। ଆଇନ୍‌ମନ୍ତ୍ରୀ […]

Kendrapara

Kendrapara

Manoranjan Sial
  • Published: Saturday, 20 November 2021
  • Updated: 20 November 2021, 05:50 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଗସ୍ତ ବେଳେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। କଂଗ୍ରେସ ଓ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିବା ସହ କଳା ପତାକା ଦେଖାଇଥିବା ଅଭିଯୋଗ ହୋଇଛି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନଥିବା ଜଣାପଡ଼ିଛି।

ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କର ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ଥିଲା। ଆଇନ୍‌ମନ୍ତ୍ରୀ ଅପରାହ୍ନ ସାଢ଼େ ୩ଟାରେ ସର୍କିଟ୍‌ ହାଉସ୍‌ରେ ପହଞ୍ଚିବା ଥିଲା। ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲା ପୁଲିସ୍‌। ଛକ ଛକରେ ପୁଲିସ୍‌ ମୁତୟନ ହୋଇଥିଲେ। ଅଣ୍ଡା ମାଡ଼ ସମ୍ପର୍କରେ ଖବର ପାଇ ଆଗୁଆ କେତେକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଏହା ସତ୍ତ୍ୱେ ଆଜି ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଆଇନ୍‌ମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମକୁ ଆସିନଥିଲେ। ନିର୍ଦ୍ଧାରିତ ସମୟର ବହୁ ପରେ ମନ୍ତ୍ରୀ ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ଲ’ କଲେଜ ଛକରେ ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ଠିକ୍‌ ସେମିତି ଗୁଲନଗର ଛକରେ ବିଜେପି କର୍ମୀ ମଧ୍ୟ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ଦେଖାଇଥିଲେ।

ସୂଚନାରୁ ପ୍ରକାଶ, ଯେଉଁ କଲେଜକୁ ନେଇ ରାଜ୍ୟ ଉଠୁଛି ଓ ପଡ଼ୁଛି ସେହି କଲେଜକୁ ଯାଇଥିଲେ ଆଇନ୍‌ମନ୍ତ୍ରୀ। ହେଲେ ସେନେଇ ସେ ପଦୁଟିଏ କହୁନାହାନ୍ତି। ଏନେଇ ଗଣମାଧ୍ୟମ ପ୍ରତିନିଧି କିଛି ପଚାରିଲେ ଚୁପ୍‌ ରହୁଛନ୍ତି।

ପୂର୍ବରୁ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ, ଜ୍ୟୋତିପ୍ରକାଣ ପାଣିଗ୍ରାହୀ, ନବ ଦାସ ପ୍ରମୁଖ ବିରୋଧରେ ସମ୍ମୁଖୀନ ହୋଇଛନ୍ତି। ଏପରିକି କଂଗ୍ରେସ ଓ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story