'ଲାଲୁ ଯାଦବ ଭଳି ବନ୍ଧାହୋଇ ଜେଲ ଯିବେ'

ବେଦାନ୍ତ ବେଆଇନ ଜମି ଅଧିଗ୍ରହଣ ମାମଲାରେ 'ମୋ ଦଳ' ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା।

Manoj Swain
  • Published: Tuesday, 17 October 2023
  • Updated: 17 October 2023, 04:46 PM IST

Sports

Latest News

ରାଜଧାନୀରେ ଗର୍ଜ୍ଜିଲା 'ମୋ ଦଳ' । ଚାଷୀଙ୍କୁ ବେଦାନ୍ତ ଜମି ଫେରାଇ ଦାବିରେ ଆନ୍ଦୋଳନ । କ୍ୟାପିଟାଲ ଥାନାକୁ ଯିବା ବେଳେ ପୁଲିସ ଅଟକାଇବାରୁ ଉତ୍ତେଜନା। ବେଦାନ୍ତ ବେଆଇନ ଜମି ଅଧିଗ୍ରହଣ ମାମଲାରେ 'ମୋ ଦଳ' ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା। ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଦାବି ନେଇ 'ମୋ ଦଳ' ପକ୍ଷରୁ ପ୍ରତିବାଦ କରାଯାଉଛିା ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos