ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୁରୁଷୋତ୍ତମ

କେନ୍ଦୁଝର (ପ୍ରଣୟ କୁମାର ପାଣି): ବିଜେଡି ଛାଡ଼ି ବିଜେପିରେ ମିଶିଲେ ଟାଣୁଆ ନେତା ପୁରୁଷୋତ୍ତମ ଗାଗରାଇ। ନରଣପୁର ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରାଙ୍କ ଦ୍ୱାରା ପରିଚାଳିତ ସଭାରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଉପସ୍ଥିତିରେ ପୁରୁଷୋତ୍ତମ ବିଜେଲରେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ରାଜ୍ୟ ବିଜେପିର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଚମ୍ପୁଆ ନିର୍ବାଚନ […]

purusottam

purusottam

Ranjit Kumar Jena
  • Published: Wednesday, 07 July 2021
  • Updated: 07 July 2021, 09:04 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ବିଜେଡି ଛାଡ଼ି ବିଜେପିରେ ମିଶିଲେ ଟାଣୁଆ ନେତା ପୁରୁଷୋତ୍ତମ ଗାଗରାଇ। ନରଣପୁର ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରାଙ୍କ ଦ୍ୱାରା ପରିଚାଳିତ ସଭାରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଉପସ୍ଥିତିରେ ପୁରୁଷୋତ୍ତମ ବିଜେଲରେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଛନ୍ତି।

ଏହି ଅବସରରେ ରାଜ୍ୟ ବିଜେପିର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ମୁରୁଲି ଶର୍ମା ଉପସ୍ଥିତ ଥିଲେ। ପୁରୁଷୋତ୍ତମ ଗାଗରାଇ ଯୋଡ଼ା ଅଞ୍ଚଳର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ଜଣାଶୁଣା। ଯୋଡାର ପ୍ରତିଟି ଗଳିକନ୍ଦି ଗାଗରାଇ ପରିଚିତ ଥିବା ବିଜେପିର ବରିଷ୍ଠ ନେତା ମୁରୁଲି ଶର୍ମା ପ୍ରକାଶ କରିଛନ୍ତି।

ଗାଗରାଇ ୧୯୯୨ ରେ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ସହିତ ୧୯୯୨ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଅଂସେଇକଳା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସିଆଲଯୋଡ଼ା ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଆନସିଏଣ୍ଟ କଲଚର ଆଣ୍ଡ ସାଇନ୍ସ ସୋସାଇଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ବିଜେଡିର ଜଣେ ଆଗଧାଡ଼ିର ଟାଣୁଆ ନେତା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ଆଜି ସେ ବିଜେପିରେ ସାମିଲ ହେବାପରେ ଯୋଡ଼ା ଅଂଚଳରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ ବୋଲି ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story