'ପୁରୀରେ କଣ ଉଦ୍‌ଘାଟନ ହେବ ?'

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ କିଛି ଏଭଳି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ।

Manoj Swain
  • Published: Friday, 05 January 2024
  • Updated: 05 January 2024, 06:30 PM IST

Sports

Latest News

'ପୁରୀରେ କାହାର ପ୍ରାଣ ପ୍ରତିଷ୍ଠା ହେବ ? କେଉଁ ଉଦ୍‌ଘାଟନ ହେବ ? ପାଇଖାନା, ଡ୍ରେନ୍‌ର ଉଦ୍‌ଘାଟନ ହେବ ?' ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ କିଛି ଏଭଳି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos