‘ଲୋକେ ମୋତେ ସ୍ୱାଧୀନରେ ଲଢ଼ିବାକୁ କହୁଛନ୍ତି’

ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। 

Manoj Swain
  • Published: Monday, 22 April 2024
  • Updated: 22 April 2024, 11:45 AM IST

Sports

Latest News

ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ବିଜେଡି। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାହିଁକି କଟିଲା ? ତାହାର କାରଣ ଜଣାପଡ଼ିନଥିବା ବେଳେ ଅମରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ତେବେ ଏହାକୁ ନେଇ ଅମର ଶତପଥୀ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos