ବିଜେଡି ନେତାଙ୍କ ଗୁମର ଖୋଲିଲେ ଖୋଦ୍ ଶାସକ ଦଳର ନେତା

  • Published: Tuesday, 31 October 2023
  • , Updated: 31 October 2023, 01:06 PM IST

ପୁଣି ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ଭାପୁର ରାଜନୀତି । ବିଜେଡି ନେତାଙ୍କ ଗୁମର ଖୋଲିଲେ ଖୋଦ୍ ଶାସକ ଦଳର ନେତା । କେମିତି ବିଜେଡି ନେତା ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ । ମିଡିଆ ଆଗରେ ବଖାଣିଲେ ନିଜ ଦଳର ନେତା ।

Related story