ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ସରଗରମ ମାହୋଲ  । ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ।  ଭୋଟରଙ୍କୁ ମନେଇବାକୁ କଲେଣି ରଣନୀତି । କାରଣ ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ଭାରତୀୟ ଜନତା ପାର୍ଟି ଅଗଷ୍ଟ ୧୯ରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା କରିବ।  ମଙ୍ଗ ଧରିବେ ଦୁଇ କେନ୍ଦ୍ରମନ୍ତ୍ରୀ  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । […]

bjd,-bjd-and-congress

bjd,-bjd-and-congress

Tapas Behera
  • Published: Saturday, 14 August 2021
  • Updated: 14 August 2021, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ସରଗରମ ମାହୋଲ  । ବଳ କଷିବା ଆରମ୍ଭ କଲେଣି ପ୍ରମୁଖ ତିନି ରାଜନୈତିକ ଦଳ।  ଭୋଟରଙ୍କୁ ମନେଇବାକୁ କଲେଣି ରଣନୀତି । କାରଣ ଆଗକୁ ବାଜିପାରେ ପୌର ଓ ପଞ୍ଚାୟତ ନିର୍ବାଚନ ବିଗୁଲ୍ । ଭାରତୀୟ ଜନତା ପାର୍ଟି ଅଗଷ୍ଟ ୧୯ରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା କରିବ।  ମଙ୍ଗ ଧରିବେ ଦୁଇ କେନ୍ଦ୍ରମନ୍ତ୍ରୀ  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଗଷ୍ଟ ୧୯ରେ ପୁରୀ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରି କାର୍ଯ୍ୟକ୍ରମ ଆରମ୍ଭ କରିବେ।   ସେଇଦିନ ସନ୍ଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଯୋଗେ ରାୟଗଡ଼ା ଗସ୍ତ କରିବେ ବୈଷ୍ଣବ । ୨୦ରେ କୋରାପୁଟରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ।  ୨୧ରେ ଜୟପୁର, ନବରଙ୍ଗପୁର ଓ ଭବାନୀପାଟଣାରେ ଲୋକଙ୍କୁ ଭେଟିବେ । ୨୨ରେ ବଲାଙ୍ଗୀର କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ।  ସେହିଭଳି ଧର୍ମେନ୍ଦ୍ର ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଜନ ଆଶୀର୍ବାଦ ଯାତ୍ରା କରିବେ  ଉଭୟ ମନ୍ତ୍ରୀ । ୪ ଦିନ ଭିତରେ ମୋଟ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବେ।  ଏ ଅବଧିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ । ରାଜ୍ୟରେ ଶାସକ ବିଜେଡିର ଦୋଷ, ତ୍ରୁଟି ଓ ଦୁର୍ବଳତାକୁ ବି ପଦାକୁ ଆଣିବ ବିଜେପି  ।

ସେପଟେ ଶାସକ ବିଜେଡି ବି ରାଜନୈତିକ କାଯର୍ୟକ୍ରମ ଆଗକୁ ବଢ଼ାଇଛି।  ଆସନ୍ତାକାଲି ସ୍ୱାଧୀନତା ଦିବସରେ ଘୋଷଣା ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ଅଗଷ୍ଟ ୨୦ରେ ମାଲକାନଗିରି ଗସ୍ତ କରି ମେଗା ସୋ ଜରିଆରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବେ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାଣୀ । ଉପସ୍ଥିତ ରହିବେ ପ୍ରାୟ ୮ ଜଣ ମନ୍ତ୍ରୀ ଓ ୧୦ରୁ ଅଧିକ ବିଧାୟକ । ଏଥିପାଇଁ ଜିଲ୍ଲାରେ ଜୋରଦାର ହେଲାଣି ତୟାରି।  ଏହା ଜରିଆରେ ତୃଣମୂଳ ସ୍ତରରେ ନିଜ ସ୍ଥିତି ଅଧିକ ମଜବୁତ କରିବା ଲାଗି ଯୋଜନା କରିଛି ବିଜେଡି।  କଂଗ୍ରେସ ବି ପଛରେ ପଡ଼ିନି  । ପଞ୍ଚାୟତ କମିଟି ଗଠନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।  ଦରଦାମ ବୃଦ୍ଧି, କୋଭିଡ୍ ପରିଚାଳନାରେ ବିଫଳତା ଓ ଅର୍ଥନୈତିକ ଶିଥିଳତାକୁ ମୁଖ୍ୟ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ପାରି ହେବାକୁ ଲକ୍ଷ୍ୟ ରଖିଛି ଦଳ।

ରାଜନୀତି ସମୀକ୍ଷକଙ୍କ ମତରେ, ଯଦିଓ କୋଭିଡ୍ ସ୍ଥିତିରେ ସୁଧାର ଆସିନି, କିନ୍ତୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ।  ଏମିତିକି ଦଳଡିଆଁ ଲାଗି ବି ସଜବାଜ ଆରମ୍ଭ ହେଲାଣି  । ନିର୍ବାଚନ ବୈତରଣୀ ପାର ହେବାକୁ ନେତା ଏବେ ଭୋଟରମୁହାଁ। ସରକାର କୋଭିଡ୍ କଟକଣା ମାନିବାକୁ ଜନତାଙ୍କୁ ପରାମର୍ଶ ଦେଉଥିବା ବେଳେ ନେତା ଓ କର୍ମୀ କିନ୍ତୁ ନିୟମକୁ ଫୁ କରି ମଇଦାନ ଓହ୍ଲାଇବାକୁ ତୟାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story