କଟିଲା ୪ ସାଂସଦଙ୍କ ଟିକଟ

୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ ଦେବଗଡ଼ ରାଜା ନୀତିଶ ଗଙ୍ଗଦେବ। ସେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ହେଲେ ଏଥର ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି।

BJP

ବିଜେପି ପତାକା

Manoranjan Sial
  • Published: Sunday, 24 March 2024
  • Updated: 24 March 2024, 10:39 PM IST

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ହେଲେ ଏଥର ୪ ଜଣ ସାଂସଦଙ୍କ ଟିକଟ କଟିଛି। ଆଜି ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି। ଦୁଇଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି। ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ମୁହଁ ଦେଇଛି ବିଜେପି।

Also Read

୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ ଦେବଗଡ଼ ରାଜା ନୀତିଶ ଗଙ୍ଗଦେବ। ସେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ହେଲେ ଏଥର ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ସାଂସଦ ହୋଇଥିଲେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା। ତାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓ ପ୍ରାର୍ଥୀ ହୋଇଛନ୍ତି। ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ଥାନରେ ଏଥର ନୂଆ ମୁହଁ ଭାବେ ନବଚରଣ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି।

୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟରୁ ଜୟରାମ ପାଙ୍ଗୀ ପ୍ରାର୍ଥୀ ହୋଇଥିଲେ। ହେଲେ ଏଥର ନୂଆ ଚେହେରା ଭାବେ କାଲେରାମ ମାଝିଙ୍କୁ ଦଳ ପ୍ରାର୍ଥୀ କରାଯାଇଛି। ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ରଙ୍କ ସ୍ଥାନରେ ପ୍ରଦୀପ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story