ବ୍ରହ୍ମଗିରିରୁ ଲଢିବେ ଉପାସନା

  • Published: Wednesday, 03 April 2024
  • , Updated: 03 April 2024, 06:52 PM IST

ବିଜେପି ବିଧାନସଭା ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ବଦଳରେ ତାଙ୍କ ଝିଆରୀ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ବିଜେପି ଟିକେଟ ଦେଇଛି । ବିଧାନସଭା ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପାସନା ମହାପାତ୍ର। 

Related story