'ବିନା ମାସ୍କରେ ଘରୁ ବାହାରିବା ବିପଦଜନକ'

ନୂଆଦିଲ୍ଲୀ: କରୋନା ଭାଇରସ ସହିତ ମୁକାବିଲା କରିବା ପାଇଁ ସାରା ବିଶ୍ୱ ରଣନୀତି ପ୍ରସ୍ତୁତ କରୁଛି। କରୋନା ଭେକସିନ ନେଇ ଅନେକ ଦେଶ ନୂଆ ନୂଆ ରିପୋର୍ଟ ଦେଇଛନ୍ତି। ଏହାରି ଭିତରେ ଚାଇନାର ଜଣେ ବୈଜ୍ଞାନିକ କହିଛନ୍ତି, ବିନା ମାସ୍କରେ ଘରୁ ବାହାରିବା କରୋନାକୁ ଆମନ୍ତ୍ରଣ କରିବା ସହିତ ସମାନ। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମରୁ କହୁଛି ଯିଏ କରୋନାରେ ସଂକ୍ରମିତ ସିଏ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟମାନେ ପିନ୍ଧିବା ଆବଶ୍ୟକ ନୁହେଁ। ଅନ୍ୟପଟେ କରୋନାରେ […]

MASK CORONA (1)

MASK CORONA (1)

Subhransu Sekhar
  • Published: Saturday, 04 April 2020
  • Updated: 04 April 2020, 02:40 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ସହିତ ମୁକାବିଲା କରିବା ପାଇଁ ସାରା ବିଶ୍ୱ ରଣନୀତି ପ୍ରସ୍ତୁତ କରୁଛି। କରୋନା ଭେକସିନ ନେଇ ଅନେକ ଦେଶ ନୂଆ ନୂଆ ରିପୋର୍ଟ ଦେଇଛନ୍ତି। ଏହାରି ଭିତରେ ଚାଇନାର ଜଣେ ବୈଜ୍ଞାନିକ କହିଛନ୍ତି, ବିନା ମାସ୍କରେ ଘରୁ ବାହାରିବା କରୋନାକୁ ଆମନ୍ତ୍ରଣ କରିବା ସହିତ ସମାନ। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମରୁ କହୁଛି ଯିଏ କରୋନାରେ ସଂକ୍ରମିତ ସିଏ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟମାନେ ପିନ୍ଧିବା ଆବଶ୍ୟକ ନୁହେଁ। ଅନ୍ୟପଟେ କରୋନାରେ ଆମେରିକାର ସ୍ଥିତି ବିଗୁଡ଼ିଥିବାରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେରିକା ସରକାର ଆଡଭାଇଜରି ଜାରି କରିଛନ୍ତି।

ବିଜ୍ଞାନ ସମ୍ପର୍କୀତ ଖବର ପ୍ରକାଶ କରୁଥିବା ସାଇନ୍ସ ଓ୍ୱେବସାଇଟର ରିପୋର୍ଟ ଅନୁଯାୟୀ, ଚାଇନାର ବୈଜ୍ଞାନିକ ଜର୍ଜ ଗାଓ କହିଛନ୍ତି, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ଜର୍ଜ ଗାଓ ହେଉଛୱନ୍ତି ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏବଂ ପ୍ରିଭେନସନର ପ୍ରମୁଖ।

ଆମେରିକା ଏବଂ ୟୁରୋପ ମହାଦେଶର ଲୋକମାନେ ମାସ୍କ ବ୍ୟବହାର କରୁନଥିଲେ। ତେଣୁ କରୋନା ଭାଇରସ ବ୍ୟାପକ ଭାବରେ ବିସ୍ତାର କରିଛି ବୋଲି ସେ କହିଛନ୍ତି। ପ୍ରତ୍ୟେକ ମଣିଷ କଥା ହେଲା ବେଳେ ପାଟିରୁ ସୂକ୍ଷ୍ମ ଭାବରେ ପାଣି ବାହାରକୁ ଆସିଥାଏ। ଯାହାକି ଅଧିକାଂଶ ସମୟ ଖାଲି ଆଖିକୁ ଦେଖାଯାଏ ନାହିଁ। ତେଣୁ ମାସ୍କ ପିନ୍ଧିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପଟେ ଆମିରାକାର ବୈଜ୍ଞାନିକମାନେ କହିଛନ୍ତି, କରୋନା ଭାଇରସ ନିଃଶ୍ୱାସ ପ୍ରଶ୍ୱାସ ନେବା ବେଳେ କଥା ହେଲା ବେଳେ ବ୍ୟାପିଥାଏ। ଏହା ବାୟୁମଣ୍ଡଳରେ ମଧ୍ୟ କିଛି ସମୟ ରହିଥାଏ। ତେଣୁ ମାସ୍କ ପିନ୍ଧିବା ଜରୁରୀ ବୋଲି ଆମେରିକା ବୈଜ୍ଞାନିକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story