ଏହି କାରଣ ପାଇଁ ଭାରତ କରୋନା ଯୁଦ୍ଧରେ ବିଜୟୀ ହେବ

ଓ୍ୱାଶିଂଟନ: ସୂର୍ଯ୍ୟକିରଣ ଏବଂ ଗ୍ରୀଷ୍ମ ଋତୁ ପାଇଁ କରୋନା ହୁଏତ କ୍ରମଶଃ ପ୍ରଭାବହୀନ ହେଉଛି। ହେଲେ ଏହାର ମୂଳ କାରଣ ବିସିଜି ଟୀକା ବୋଲି କହିଛନ୍ତି ଆମେରିକାର ଗବେଷକ ରବି ଗଡ଼ସେ। ତେବେ ଗୁରୁତର କରୋନା ଆକ୍ରାନ୍ତ ପ୍ଲାଜମା ଥେରାପୀରେ ଚିକିତ୍ସିତ ହେବା ଦରକାର ବୋଲି ସେ କହିଛନ୍ତି। ସାଧାରଣଃ ବିସିଜି ଟୀକା ପ୍ରତ୍ୟେକ ଭାରତୀୟ ଜନ୍ମ ହେବା ପରେ ନେଇଥାନ୍ତି। ଏହି ଟୀକା ବସନ୍ତ ଭଳି ରୋଗ ପାଇଁ ନିଆଯାଇଥାଏ। ଏହି ଟୀକା ପାଇଁ ଶରୀରର […]

corona-Odisha

corona-Odisha

Subhransu Sekhar
  • Published: Monday, 27 April 2020
  • Updated: 27 April 2020, 03:24 PM IST

Sports

Latest News

ଓ୍ୱାଶିଂଟନ: ସୂର୍ଯ୍ୟକିରଣ ଏବଂ ଗ୍ରୀଷ୍ମ ଋତୁ ପାଇଁ କରୋନା ହୁଏତ କ୍ରମଶଃ ପ୍ରଭାବହୀନ ହେଉଛି। ହେଲେ ଏହାର ମୂଳ କାରଣ ବିସିଜି ଟୀକା ବୋଲି କହିଛନ୍ତି ଆମେରିକାର ଗବେଷକ ରବି ଗଡ଼ସେ। ତେବେ ଗୁରୁତର କରୋନା ଆକ୍ରାନ୍ତ ପ୍ଲାଜମା ଥେରାପୀରେ ଚିକିତ୍ସିତ ହେବା ଦରକାର ବୋଲି ସେ କହିଛନ୍ତି। ସାଧାରଣଃ ବିସିଜି ଟୀକା ପ୍ରତ୍ୟେକ ଭାରତୀୟ ଜନ୍ମ ହେବା ପରେ ନେଇଥାନ୍ତି। ଏହି ଟୀକା ବସନ୍ତ ଭଳି ରୋଗ ପାଇଁ ନିଆଯାଇଥାଏ। ଏହି ଟୀକା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେବେ ବିସିଜି ଟୀକା ମାଧ୍ୟମରେ କରୋନା ମୁକାବିଲା କରିହେବ ନାହିଁ ବୋଲି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପ୍ରିଲ ୧୨ରେ ସ୍ପଷ୍ଟ କରିସାରିଛି।

ନିକଟରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସରେ ଜଣେ ବୈଜ୍ଞାନିକ କହିଥିଲେ ଗ୍ରୀଷ୍ମ ଋତୁରେ କରୋନା କ୍ରମଶଃ ତା’ର ପ୍ରଭାବ କମାଇବ। ଏଭଳି ମତକୁ ରବି ଗଡସେ ସମର୍ଥନ କରିଛନ୍ତି। ଏହା ଠିକ୍ ବୋଲି ସେ କହିଛନ୍ତି।

ଭାରତରେ ଜନସଂଖ୍ୟା ଅଧିକ। ବିଭିନ୍ନ ରାଜ୍ୟର ତାପମାତ୍ରା ଭିନ୍ନ ଭିନ୍ନ ରହିଛି। ତେଣୁ ଏହାର ପ୍ରଭାବ ଏତେଟା ରହିବନି ଆମେରିକା ଓ ଅନ୍ୟାନ୍ୟ ଦେଶ ଭଳି।

ଏହା ବାଦ ସେ କହିଛନ୍ତି ଯେ ବିସିଜି ଟୀକା ସମସ୍ତ ଭାରତୀୟ ନେଇଛନ୍ତି। ଯାହାକି ରୋଗ ପ୍ରତିରୋଧ ଶକ୍ତିକୁ ସାମାନ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି। ଏହା ସହିତ ଦେଶର ପାଣିପାଗ ମଧ୍ୟ କରୋନା ସହିତ ଲଢ଼େଇ କରିବାରେ ସହଯୋଗ କରୁଛି। ତେଣୁ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନାର ପ୍ରଭାବ କମ୍ ରହିବ। କରୋନା ମହାମାରୀ ବେଳେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେଇଛି। ଏଭଳି ସହଯୋଗକୁ ପ୍ରତ୍ୟେକ ଆମେରିକୀୟ ମନେ ରଖିବେ ବୋଲି ସେ କହିଛନ୍ତି।

ସେହିପରି କରୋନା ମୁକାବିଲା ପାଇଁ ଏକାନ୍ତବାସରେ ରହିବା ସମାଜିକ ଦୂରତ୍ୱକୁ ପାଳନ କରିବା ସବୁଠୁ ଉଚିତ୍ ପଦକ୍ଷେପ। ଯେଉଁମାନେ କରୋନାରେ ଗୁରୁତର ରହିଛନ୍ତି ସେମାନେ ପ୍ଲାଜମା ଥେରାପୀ ମାଧ୍ୟମରେ ଚିକିତ୍ସିତ ହେବା ଦରକାର ବୋଲି ଏହି ଆମେରିକୀୟ ଗବେଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story