Advertisment

ଅକ୍ଟୋବର ୨୯ ଆସିଲେ ଡରେ ଓଡ଼ିଶା

୧୯୯୯ ମହାବାତ୍ୟାକୁ ପୁରିଛି ୨୪ ବର୍ଷ । ୧୯୯୯ ମହାବାତ୍ୟାର ତାଣ୍ଡବ କୁ ନା ଶବ୍ଦରେ ବର୍ଣ୍ଣନା କରିହେବ ନା ମନରୁ କେହି କେବେ ପାଶୋରି ପାରିବ।

author-image
Manoj Swain
ଅଦ୍ୟତନ ହୋଇଛି

୧୯୯୯ ମହାବାତ୍ୟାକୁ ପୂରିଛି ୨୪ ବର୍ଷ । ୧୯୯୯ ମହାବାତ୍ୟାର ତାଣ୍ଡବ କୁ ନା ଶବ୍ଦରେ ବର୍ଣ୍ଣନା କରିହେବ ନା ମନରୁ କେହି କେବେ ପାଶୋରି ପାରିବ। ଅକ୍ଟୋବର ୨୯ ତାରିଖ ବା ଆଜିର ଦିନ ଓଡ଼ିଶା ଇତିହାସରେ ଏକ କଳା ଦିବସ ରୂପେ ଗଣନା ହୁଏ । କାରଣ ସେଦିନର ସେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ହଜାର ହଜାର ଜୀବନ ନେଇଥିଲା।

Advertisment
Odisha 1999 Mahabatya