ଆଇପିଏଲରୁ ବିଦା ହୋଇପାରନ୍ତି ଚେନ୍ନାଇ ଓ ରାଜସ୍ଥାନ

ନୂଆଦିଲ୍ଲୀ: ଆଇପିଏଲରୁ ବିଦା ହୋଇ ପାରନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ। ଏହି ଦୁଇ ଦଳର କ୍ରେଜ ଆଇପିଏଲ ଦର୍ଶକଙ୍କ ପାଖରେ ବହୁତ ରହିଛି । ତଥାପି ଏହି ଦୁଇ ଦଳକୁ ଆସନ୍ତା ୯ମ ସଂସ୍କରଣରେ ସାମିଲ ନ କରିବାକୁ ବିସିସିଆଇ ପକ୍ଷରୁ ବିଭିନ୍ନ ଦିଗରୁ ସମୀକ୍ଷା କରୁଛି। ଏହି ଦୁଇ ଦଳ ବଦଳରେ ଆସନ୍ତା ସିଜିନରେ ନୂଆ ଦୁଇ ଦଳକୁ ସାମିଲ କରିବାକୁ ଯୋଜନା କରୁଛି। କୋଚି ଦଳ ଫେରିବା ନେଇ ମଧ୍ୟ ବିସିସିଆଇ […]

CSK-RR

CSK-RR

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 01:17 PM IST

ନୂଆଦିଲ୍ଲୀ: ଆଇପିଏଲରୁ ବିଦା ହୋଇ ପାରନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ। ଏହି ଦୁଇ ଦଳର କ୍ରେଜ ଆଇପିଏଲ ଦର୍ଶକଙ୍କ ପାଖରେ ବହୁତ ରହିଛି । ତଥାପି ଏହି ଦୁଇ ଦଳକୁ ଆସନ୍ତା ୯ମ ସଂସ୍କରଣରେ ସାମିଲ ନ କରିବାକୁ ବିସିସିଆଇ ପକ୍ଷରୁ ବିଭିନ୍ନ ଦିଗରୁ ସମୀକ୍ଷା କରୁଛି। ଏହି ଦୁଇ ଦଳ ବଦଳରେ ଆସନ୍ତା ସିଜିନରେ ନୂଆ ଦୁଇ ଦଳକୁ ସାମିଲ କରିବାକୁ ଯୋଜନା କରୁଛି। କୋଚି ଦଳ ଫେରିବା ନେଇ ମଧ୍ୟ ବିସିସିଆଇ ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଏହାସହ ବିଦେଶୀ ଦଳକୁ ମଧ୍ୟ ଆଇପିଏଲରେ ଭାଗ ନେବାକୁ କଥା ବିସିସିଆଇ ସମୀକ୍ଷା କରୁଛି । ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର କହିଛନ୍ତି ଯେ, ସ୍ପଷ୍ଟ ଫିକ୍ସିଂ କରିବା ନେଇ ଲୋଧା କମିଟି ରିପୋର୍ଟ ଦେବା ପରେ ଆଇନର ଅଡୁଆ ସୂତାରେ ଛନ୍ଦି ହୋଇଛି ଏହି ଦୁଇ ଦଳ। ତେଣୁ  ଚେନ୍ନାଇ ଓ ରାଜସ୍ଥାନ ସ୍ଥାନରେ ଅନ୍ୟ ଦୁଇଟି ଦଳ ଭାଗ ନେବାକୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଆସନ୍ତା ଅଗଷ୍ଟ ୨୯ ତାରିଖରେ ମୁମ୍ବାଇରେ ଆଇପିଏଲ ଗଭର୍ଣ୍ଣିଂଗ ବଡି ମିଟିଂ ହେବାର କାର୍ଯ୍ୟକ୍ରମ ରହିଛି । ସବୁ ବିଷୟକୁ ଅନୁଧ୍ୟାନ କରି ଏହି ଦୁଇ ଟିମ ବିଷୟରେ ରିପୋର୍ଟ ଦିଆଯିବା ପରେ ନୂଆ ଟିମ ନିଲାମୀ ନେଇ ନିଷ୍ପତ୍ତି ନିଆଯିବ ‍ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story