ଆଣ୍ଡରସନ ରଚିଲେ ଇତିହାସ, ଭାଙ୍ଗିଲେ ୩୦ ବର୍ଷର ରେକର୍ଡ

ଏଣ୍ଟିଗୋ: ଇଂଲଣ୍ଡର ଦ୍ରୁତ ବୋଲର୍ ଜେମ୍ସ ଆଣ୍ଡରସନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିବସରେ ଶନିବାର ଦୀନେଶ ରାମଦିନଙ୍କୁ ଆଉଟ୍ କରିବା ମାତ୍ରେ ହିଁ ତାଙ୍କ ନାଁରେ ଯୋଡ଼ି ହୋଇଯାଇଥିଲା ଏକ ନିଆରା ରେକର୍ଡ। ସେ ବନିଯାଇଥିଲେ ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ସର୍ବାଧିକ ୱିକେଟ୍ ହାସଲକାରି ବୋଲର୍। ସେ ୩୮୪ଟି ୱିକେଟ୍ ନେଇଛନ୍ତି। ଆଉ ଏଥିସହିତ ସେ ଇୟାନ ବୋଥାମଙ୍କର ୩୦ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବୋଥାମ ୩୮୩ଟି ୱିକେଟ୍ ନେଇ ଇଂଲଣ୍ଡର […]

james anderson

james anderson

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 11:25 AM IST

Sports

Latest News

ଏଣ୍ଟିଗୋ: ଇଂଲଣ୍ଡର ଦ୍ରୁତ ବୋଲର୍ ଜେମ୍ସ ଆଣ୍ଡରସନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିବସରେ ଶନିବାର ଦୀନେଶ ରାମଦିନଙ୍କୁ ଆଉଟ୍ କରିବା ମାତ୍ରେ ହିଁ ତାଙ୍କ ନାଁରେ ଯୋଡ଼ି ହୋଇଯାଇଥିଲା ଏକ ନିଆରା ରେକର୍ଡ। ସେ ବନିଯାଇଥିଲେ ଟେଷ୍ଟ କ୍ରିକେଟରେ ଇଂଲଣ୍ଡର ସର୍ବାଧିକ ୱିକେଟ୍ ହାସଲକାରି ବୋଲର୍। ସେ ୩୮୪ଟି ୱିକେଟ୍ ନେଇଛନ୍ତି। ଆଉ ଏଥିସହିତ ସେ ଇୟାନ ବୋଥାମଙ୍କର ୩୦ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବୋଥାମ ୩୮୩ଟି ୱିକେଟ୍ ନେଇ ଇଂଲଣ୍ଡର ସର୍ବାଧିକ ୱିକେଟ ହାସଲକାରି ବୋଲର୍ ରହି ଆସିଥିଲେ। ପ୍ରଖ୍ୟାତ ବୋଲର୍ ବୋଥାମ ୧୯୭୨ରୁ୧୯୯୨ ମଧ୍ୟରେ ୧୦୨ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଆଉ ଏଥିରୁ ସେ ୩୮୩ଟି ୱିକେଟ୍ ହାସଲ କରିଥିଲେ। ଗତ ୩୦ ବର୍ଷ ଧରି ଇଂଲଣ୍ଡର ସର୍ବାଧିକ ୱିକେଟ ହାସଲକାରି ବୋଲର ହୋଇ ରହି ଆସିଥିଲେ। କେହି ତାଙ୍କ ରେକର୍ଡ ଭାଙ୍ଗି ପାରି ନ ଥିଲେ। ତେବେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଆଣ୍ଡରସନ୍ ଆଜି ତାହା କରି ଥିଲେ। ଏହି ଟେଷ୍ଟ୍ ମ୍ୟାଚର ପ୍ରଥମ ଇନିଂସରେ ୨ଟି ଓ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଥିଲେ ଆଣ୍ଡରସନ୍।

ଏଠାରେ ସାର୍ ଭିଭି ରିଚାର୍ଡସନ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଟେଷ୍ଟର ପ୍ରଥମ ଇନିଂରେ ଇଂଲଣ୍ଡ ୩୯୯ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୨୯୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୭ ୱିକେଟରେ ୩୩୩ ରନ୍ କରି ପାଳି ଘୋଷଣା କରି ଦେଇଥିଲା। ଜେସନ୍ ହୋଲ୍ଡରଙ୍କ ଶତକ ଯୋଗୁ ୱେଷ୍ଟଇଣ୍ଡିଜ୍ ଏହି ଟେଷ୍ଟ ମ୍ୟାଚରୁ ହାରିବାରୁ ବର୍ତ୍ତି ଯାଇଥିଲା ଓ ଏହାକୁ ଡ୍ର କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story