ପ୍ରଥମ ଟି-୨୦: ୭ ୱିକେଟରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା: ଧର୍ମଶାଳାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର ଜେପି ଡୁମୁନି ମାତ୍ର ୩୪ ବଲରେ ୬୮ରନର ଧୂଆଁଦାର ଇନିଂସ ଖେଳି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ । ସେହିପରି ଅନ୍ୟତମ ବ୍ୟାଟ୍ସମ୍ୟାନ ଫାରାହ୍ନ ବେହରଦିନ ୨୩ ବଲରେ ୩୨ ରନ କରି ଡୁମିନିଙ୍କୁ ଉଚିତ ସହଯୋଗ କରିଥିଲେ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୫ […]

jp

jp

Rakesh Mallick
  • Published: Friday, 02 October 2015
  • Updated: 02 October 2015, 05:45 PM IST

Sports

Latest News

ଧର୍ମଶାଳା: ଧର୍ମଶାଳାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର ଜେପି ଡୁମୁନି ମାତ୍ର ୩୪ ବଲରେ ୬୮ରନର ଧୂଆଁଦାର ଇନିଂସ ଖେଳି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ । ସେହିପରି ଅନ୍ୟତମ ବ୍ୟାଟ୍ସମ୍ୟାନ ଫାରାହ୍ନ ବେହରଦିନ ୨୩ ବଲରେ ୩୨ ରନ କରି ଡୁମିନିଙ୍କୁ ଉଚିତ ସହଯୋଗ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୧୯୯ ରନ୍ କରିଥିଲା। ଦଳପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୧୦୬ ରନ୍ କରି ଆଉଟ୍ ହୋଇଥିଲେ। ତେବେ ୨ଶହ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୩ ୱିକେଟ ହରାଇ ହାସଲ କରି ନେଇଥିଲା। ଜେପି ଡୁମୁନି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story