ଫିଫା ରାଙ୍କିଙ୍ଗ୍: ୧୦୧ତମ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମ୍ ସଦ୍ୟ ପ୍ରକାଶିତ ଫିଫା ରାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠି ୧୦୧ତମ ସ୍ଥାନରେ ପହଞ୍ଚିଛି। ଭାରତୀୟ ଟିମ ମୋଟ ୧୨୧୯ ପଏଣ୍ଟ ହାସଲ କରିଛି ଏବଂ ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ୧୮ତମ ସ୍ଥାନରେ ରହିଛି। ୭, ଫେବୃଆରୀରେ ଜାରି ହୋଇଥିବା ରାଙ୍କିଙ୍ଗ୍ ପରଠାରୁ ଭାରତ ଗୋଟିଏ ବି ମ୍ୟାଚ୍ ଖେଳିନାହିଁ। ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ଇରାନ (୨୧ତମ) ଶୀର୍ଷରେ ରହିଥିବା ବେଳେ ଜାପାନ (୨୬ତମ) ଦ୍ୱିତୀୟ, ଦକ୍ଷିଣ କୋରିଆ […]

ind

ind

Ranjit Kumar Jena
  • Published: Thursday, 04 April 2019
  • Updated: 04 April 2019, 06:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମ୍ ସଦ୍ୟ ପ୍ରକାଶିତ ଫିଫା ରାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠି ୧୦୧ତମ ସ୍ଥାନରେ ପହଞ୍ଚିଛି। ଭାରତୀୟ ଟିମ ମୋଟ ୧୨୧୯ ପଏଣ୍ଟ ହାସଲ କରିଛି ଏବଂ ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ୧୮ତମ ସ୍ଥାନରେ ରହିଛି। ୭, ଫେବୃଆରୀରେ ଜାରି ହୋଇଥିବା ରାଙ୍କିଙ୍ଗ୍ ପରଠାରୁ ଭାରତ ଗୋଟିଏ ବି ମ୍ୟାଚ୍ ଖେଳିନାହିଁ।

ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ଇରାନ (୨୧ତମ) ଶୀର୍ଷରେ ରହିଥିବା ବେଳେ ଜାପାନ (୨୬ତମ) ଦ୍ୱିତୀୟ, ଦକ୍ଷିଣ କୋରିଆ (୩୭ତମ) ତୃତୀୟ, ଅଷ୍ଟ୍ରେଲିଆ (୪୧ତମ) ଚତୁର୍ଥ ଓ କତାର (୫୫ତମ) ପଞ୍ଚମ ସ୍ଥାନରେ ରହିଛି।

ତେବେ ବିଶ୍ୱ ଫିଫା ରାଙ୍କିଙ୍ଗରେ ବେଲଜିୟମ ୧୭୩୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ବଳବତ୍ତର ରହିଛି। ରାଙ୍କିଙ୍ଗରେ ଇଂଲଣ୍ଡକୁ ଫାଇଦା ହୋଇଛି। ଇଂଲଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛି। ତେବେ ଟପ୍-୩ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ବିଶ୍ୱକପ୍ ବିଜେତା ଫ୍ରାନ୍ସ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି। ବିଶ୍ୱକପ୍ ରନର୍ସଅପ୍ କ୍ରୋଏସିଆ ଗୋଟିଏ ସ୍ଥାନ ଖସି ପଞ୍ଚମରେ ଥିବା ବେଳେ ଉରୁଗୁଏ ଗୋଟିଏ ସ୍ଥାନ ଉଠି ଷଷ୍ଠରେ ପହଞ୍ଚିଛି। ପର୍ତ୍ତୁଗାଲ ସପ୍ତମ, ସ୍ୱିଜରଲ୍ୟାଣ୍ଡ ଅଷ୍ଟମ, ସ୍ପେନ୍ ନବମ, ଡେନମାର୍କ ଦଶମ ସ୍ଥାନରେ ରହିଛି। ତେବେ ଜର୍ମାନୀ ୧୩ତମ, ନେଦରଲ୍ୟାଣ୍ଡ ୧୬ତମ ଓ ଅଷ୍ଟ୍ରିଆ ୩୩ତମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story