ସମୟ ଥିଲେ ବିସିସିଆଇରେ ସାମିଲ ହୁଅନ୍ତୁ ଗାଙ୍ଗୁଲି: ଗାଭାସ୍କର

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଭାରତୀୟ କ୍ରିକେଟ୍ ଟିମକୁ ପରିଚାଳନା କରିବା ପାଇଁ ବିସିସିଆଇ ବ୍ୟବହାର କରିବା ଉଚିତ। ଗାଙ୍ଗୁଲି ନିଜ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ପାଉଥିଲେ ନିଶ୍ଚିତ ଭାବେ ବିସିସିଆଇ ସହିତ ଯୋଡ଼ି ହେବା ଉଚିତ ବୋଲି କହିଛନ୍ତି ସୁନୀଲ ଗାଭାସ୍କର। ସେହିପରି ରବି ଶାସ୍ତ୍ରୀଙ୍କ ସ୍ଥାନ ନେବା ଲାଗି ଗାଙ୍ଗୁଲି ଉପଯୁକ୍ତ ବ୍ୟକ୍ତି କି ବୋଲି ପଚରା ଯିବାରେ ଗାଭାସ୍କର କହିଥିଲେ ଯେ ଏହା ତାଙ୍କର (ଗାଙ୍ଗୁଲି)ଙ୍କ […]

souravganguly

souravganguly

Rakesh Mallick
  • Published: Monday, 18 May 2015
  • Updated: 18 May 2015, 04:26 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଭାରତୀୟ କ୍ରିକେଟ୍ ଟିମକୁ ପରିଚାଳନା କରିବା ପାଇଁ ବିସିସିଆଇ ବ୍ୟବହାର କରିବା ଉଚିତ। ଗାଙ୍ଗୁଲି ନିଜ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ପାଉଥିଲେ ନିଶ୍ଚିତ ଭାବେ ବିସିସିଆଇ ସହିତ ଯୋଡ଼ି ହେବା ଉଚିତ ବୋଲି କହିଛନ୍ତି ସୁନୀଲ ଗାଭାସ୍କର।

ସେହିପରି ରବି ଶାସ୍ତ୍ରୀଙ୍କ ସ୍ଥାନ ନେବା ଲାଗି ଗାଙ୍ଗୁଲି ଉପଯୁକ୍ତ ବ୍ୟକ୍ତି କି ବୋଲି ପଚରା ଯିବାରେ ଗାଭାସ୍କର କହିଥିଲେ ଯେ ଏହା ତାଙ୍କର (ଗାଙ୍ଗୁଲି)ଙ୍କ ସମୟ ଉପରେ ନିର୍ଭର କରେ। ତେବେ ସେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତି। ସେ ଏବେ ପଶ୍ଚିମ ବଙ୍ଗ କ୍ରିକେଟ୍ ସଂଘର ଯୁଗ୍ମ ସଂପାଦକ ଅଛନ୍ତି। ଆଉ ଏହା ଏକ ଅତ୍ୟନ୍ତ ଜଟିଳ ଦାୟିତ୍ୱ। କିନ୍ତୁ ସେ ଜଣେ ଦକ୍ଷ ବ୍ୟକ୍ତି। ତାଙ୍କ ପାଖରେ ସମୟ ଥିଲେ ସେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ।

ଗାଭାସ୍କର ଆହୁରି ମଧ୍ୟ କହିଥିଲେ ଯେ ଯଦି ଗାଙ୍ଗୁଲିଙ୍କୁ ହାଇ ପରଫରମାନ୍ସ ମ୍ୟାନେଜର ଅବା ଟିମ୍ ଡାଇରେକ୍ଟର କରି ଦିଆଯାଏ, ତା’ହେଲେ ମୁଖ୍ୟ କୋଚ୍ ପଦବୀର ଆଉ କୌଣସି ଗୁରୁତ୍ୱ ରହିବ ନାହିଁ। ତେବେ ଏହା ବିସିସିଆଇ ଉପରେ ନିର୍ଭର କରେ ଯେ ଗାଙ୍ଗୁଲିଙ୍କୁ କେତେ ଦାୟିତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story