ଧୋନି-ପାଣ୍ଡ୍ୟାଙ୍କ ମଧ୍ୟରେ ୧୦୦ ମିଟର ରେସ୍‌: ଜାଣନ୍ତୁ ଜିତିଲା କିଏ ?

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି। ମ୍ୟାଚ୍‌ ଜିତି ଭାରତ ସିରିଜକୁ ବରାବର କରିବାକୁ ଉଦ୍ୟମ କରିବ। ହେଲେ ଆମେ ମ୍ୟାଚ୍‌ ପୂର୍ବର ଏକ କଥା କହିବାକୁ ଯାଉଛୁ, ଯାହା ବହୁତ ମଜାଦାର। ଘଟଣାଟି ହେଲା ମ୍ୟାଚ୍‌ ପୂର୍ବର। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ […]

bcci

bcci

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 01:54 PM IST

Sports

Latest News

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି। ମ୍ୟାଚ୍‌ ଜିତି ଭାରତ ସିରିଜକୁ ବରାବର କରିବାକୁ ଉଦ୍ୟମ କରିବ। ହେଲେ ଆମେ ମ୍ୟାଚ୍‌ ପୂର୍ବର ଏକ କଥା କହିବାକୁ ଯାଉଛୁ, ଯାହା ବହୁତ ମଜାଦାର।

ଘଟଣାଟି ହେଲା ମ୍ୟାଚ୍‌ ପୂର୍ବର। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ପ୍ରାକ୍ଟିସ୍‌ ବେଳେ ୧୦୦ ମିଟିର ରେସ୍‌ ହୋଇଥିଲା। ଏବେ କୁହାନ୍ତୁ, ରେସ୍‌ କିଏ ଜିତିଥିବ ?

ନିଶ୍ଚିତ ଭାବୁଥିବେ ୨୪ ବର୍ଷିୟ ପାଣ୍ଡ, ୩୬ ବର୍ଷିୟ ଧୋନିଙ୍କୁ ଚିତ କରି ଦେଇଥିବେ। ହେଲେ ସେମିତି କିଛି ହୋଇ ନଥିଲା, ଏହି ରେସ୍‌ରେ ପାଣ୍ଡ୍ୟାଙ୍କ ଦମ୍‌ ବାହାରି ଯାଇଥିଲା ଆଉ ଧୋନି ବିଜୟୀ ହୋଇଥିଲେ।

ଆଜିକାଲି ଧୋନିଙ୍କ ପ୍ରଦର୍ଶନକୁ ନେଇ ବହୁ ପ୍ରଶ୍ନ ଉଠିବାରେ ଲାଗିଛି। ଆଗ ପରି ଧୋନିଙ୍କର ଆଉ ପ୍ରଦର୍ଶନ ନାହିଁ କି ସେ ଫିଟ୍‌ ନଥିବା ସମାଲୋଚକ କହୁଛନ୍ତି। କେହି କେହି ବି ତାଙ୍କୁ ଦଳରେ ଆଉ ନନେବାକୁ ପରାମର୍ଶ ଦେଇସାରିଛନ୍ତି। ହେଲେ ଆଜିର ଏହି ରେସ୍‌ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ କାଫି ହେବ।

ଦେଖନ୍ତୁ ଧୋନି ଓ ପାଣ୍ଡ୍ୟାଙ୍କ ୧୦୦ ମିଟର ରେସ୍‌ର ଭିଡିଓ।

https://www.youtube.com/watch?v=lpC1wd4dv_I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story