୧୪ ତମ ଅଲ୍ ଇଣ୍ଡିଆ ରଗବୀ ଫୁଟବଲ କାଲାଗାନ କପ ଡିଭିଜନ-୨ ଟୁର୍ନାମେଣ୍ଟ ଉଦଘାଟିତ

କଟକ: ୧୪ ତମ ଅଲ୍ ଇଣ୍ଡିଆ ରଗବୀ ଫୁଟବଲ୍ କାଲାଗାନ୍ କପ୍ ଡିଭିଜନ୍-୨ ଟୁର୍ନାମେଣ୍ଟ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି। ରାଜ୍ୟ ରଗବୀ ଆସୋସିଏସନ ଦ୍ୱାରା ଆଲୋଜିତ ଏହି ଟୁର୍ନାମେଣ୍ଟ ୫ଦିନ ଧରି ଚାଲିବ। ଏଥିରେ ୧୨ଟି ଟିମରେ ୩ଶହ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ପ୍ରଥମ ୨ଟି ଟିମ୍ ଆସନ୍ତାବର୍ଷ ମୁମ୍ୱାଇଠାରେ ଅନୁଷ୍ଠିତ ହେବାକୁ ଥିବା ଅଲ୍ ଇଣ୍ଡିଆ ସାଉଥ ଏସିଆ ଡିଭିଜନ-୧ରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ।

rugby

rugby

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 06:06 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story