ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ ତାଙ୍କ ରେକର୍ଡ ଦେଖ: ଭୁବନେଶ୍ୱର

ଥିରୁଅନନ୍ତପୁରମ୍‌: ଆଜି ଥିରୁଅନନ୍ତପୁରମ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ୱଣ୍ଟି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପ୍ରଶ୍ନ ଉଠିବାରରେ ଲାଗିଛି। ଧୋନି ଏବେ ଯୁବ କ୍ରିକେଟ୍‌ରଙ୍କୁ ସ୍ଥାନ ଦେବା ବିଷୟରେ ଚିନ୍ତା କରିବା ଦରକାର ବୋଲି ବହୁ ପୂର୍ବତନ କ୍ରିକେଟର କହିଛନ୍ତି। ଏପରି ସ୍ଥିତିରେ ଧୋନିଙ୍କ ସପକ୍ଷରେ ବାହାରିଛନ୍ତି ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଯେଉଁମାନେ ଧୋନିଙ୍କୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ […]

bhubaneswar

bhubaneswar

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 11:48 AM IST

Sports

Latest News

ଥିରୁଅନନ୍ତପୁରମ୍‌: ଆଜି ଥିରୁଅନନ୍ତପୁରମ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ୱଣ୍ଟି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପ୍ରଶ୍ନ ଉଠିବାରରେ ଲାଗିଛି। ଧୋନି ଏବେ ଯୁବ କ୍ରିକେଟ୍‌ରଙ୍କୁ ସ୍ଥାନ ଦେବା ବିଷୟରେ ଚିନ୍ତା କରିବା ଦରକାର ବୋଲି ବହୁ ପୂର୍ବତନ କ୍ରିକେଟର କହିଛନ୍ତି। ଏପରି ସ୍ଥିତିରେ ଧୋନିଙ୍କ ସପକ୍ଷରେ ବାହାରିଛନ୍ତି ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଯେଉଁମାନେ ଧୋନିଙ୍କୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ ପ୍ରଥମେ ତାଙ୍କ ପୂର୍ବ ରେକର୍ଡ ଦେଖନ୍ତୁ ବୋଲି ଭୁବନେଶ୍ୱର କହିଛନ୍ତି। ଏହାସହ ସେ କହିଛନ୍ତି, “ଆମ ଟିମ୍‌ରେ ଧୋନିଙ୍କ ଖେଳକୁ ନେଇ କୌଣସି ସନ୍ଦେହ ନାହିଁ।”

ଟି-ଟ୍ୱଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରି ସିରିଜ୍‌କୁ ୧-୧ କରିଛି। ଏହି ମ୍ୟାଚ୍‌ରେ ଧୋନି ୩୭ ବଲ୍‌ରୁ ୪୯ ରନ୍‌ କରିଥିଲେ। ଏହାପରେ ତାଙ୍କ ପରଫର୍ମାନ୍ସକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ପ୍ରଥମେ ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ପ୍ରଶ୍ନ ଉଠାଥିଲେ। ଧୋନି ଆଗକୁ ଟି-ଟ୍ୱଣ୍ଟି ଖେଳିବା ଜାରି ରଖିବେ କି ବୋଲି ପ୍ରଶ୍ନ କରିଥିଲେ। ଏହି ନିଆଁରେ ଘିଅ ଢାଳିବା ପରି ଥିଲା ଭିଭିଏସ୍‌ ଲକ୍ଷ୍ମଣଙ୍କ ମନ୍ତବ୍ୟ। ସେ କହିଥିଲେ, ଏବେ ସମୟ ଆସିଯାଇଛି ଧୋନି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଦରକାର।

ଅନ୍ୟପକ୍ଷରେ ସେହବାଗ ସିଧାସଳଖ ଧୋନିଙ୍କୁ କିଛି କହି ନଥିଲେ ବି ଧୋନିଙ୍କୁ ତାଙ୍କ ଭୁମିକା ବିଷୟରେ ମ୍ୟାନେଜମେଣ୍ଟ ବୁଝାଇବା ଦରକାର ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story