ପ୍ରଥମ ଟି-୨୦: ନୂଆ ବର୍ଷରେ ଟସ୍ ଜିତିଲେ ବିରାଟ୍ କୋହଲି

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରିଛି। ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କୋହଲି ଦଳରେ କିଛି ପରିବର୍ତ୍ତନ ପରିବର୍ତ୍ତନ କରିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ମନିଷ ପାଣ୍ଡେ, ୟୁଜବେନ୍ଦ୍ର ଚହଲ୍ ଓ ସଞ୍ଜୁ ସାମସନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତେବେ ଯଶପ୍ରୀତ […]

ind-sl

ind-sl

Ranjit Kumar Jena
  • Published: Sunday, 05 January 2020
  • Updated: 05 January 2020, 06:52 PM IST

Sports

Latest News

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରିଛି। ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କୋହଲି ଦଳରେ କିଛି ପରିବର୍ତ୍ତନ ପରିବର୍ତ୍ତନ କରିଛି।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ମନିଷ ପାଣ୍ଡେ, ୟୁଜବେନ୍ଦ୍ର ଚହଲ୍ ଓ ସଞ୍ଜୁ ସାମସନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତେବେ ଯଶପ୍ରୀତ ବୁମ୍ରା ଏହି ମ୍ୟାଚ୍ ଜରିଆରେ ଦୀର୍ଘ ୫ମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିୟମିତ ଓପ୍ନର ରୋହିତ୍ ଶର୍ମା ସିରିଜରୁ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଶିଖର ଧୱନ୍ ଲୋକେଶ ରାହୁଲଙ୍କ ସହ ଇନିଂସ୍ ଓପନ୍ କରିବେ।

ଖୋଦ୍ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବ। ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ଚତୁର୍ଥ, ୱିକେଟକିପର ଋଷଭ ପନ୍ତ ପଞ୍ଚମ ସ୍ଥାନରେ ଆସିବେ। କୋହଲି ପୁଣିଥରେ ଶିବମ୍ ଦୁବେ୍ ଓ ଯୁବ ସ୍ପିନର ୱାଶିଂଟନ୍ ସୁନ୍ଦରଙ୍କ ଉପରେ ଭରସା ଦେଖାଇଛନ୍ତି। ବୁମ୍ରାଙ୍କ ସହ ନଭଦୀପ ସାଇନି ଓ ଶାର୍ଦ୍ଦୁଲ ଠାକୁର ପେସ୍ ଆକ୍ରମଣ ସମ୍ଭାଳିବେ।

ଭାରତ: ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ବିରାଟ୍ କୋହଲି (କ୍ୟାପଟେନ୍‌), ଶ୍ରେୟସ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡେ, ଦନୁସ୍କା ଗୁଣତିଳକ, କୁଶଲ ପରେରା, ଓଶାଡା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ଧନଞ୍ଜୟ ଡି'ସିଲଭା, ଦାସୁନ୍ ଶନକା, ଇସୁରୁ ଉଦାନା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story