ଅନ୍ତର୍ଜାତୀୟ ଜୁ-ଜୁତ୍‌ସୁ ପ୍ରତିଯୋଗିତା ପାଇଁ ଥାଇଲାଣ୍ଡ ଗସ୍ତ କଲେ ୨ ଓଡ଼ିଆ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତୀୟ ଜୁ-ଜୁତ୍&zwnj;ସୁ&nbsp;ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୨ଜଣ ସ୍ଥାନ ପାଇଛନ୍ତି। ଥାଇଲାଣ୍ଡର ବ୍ୟାଂକକରେ ଆସନ୍ତା ଜୁନ୍ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଥାଇଲାଣ୍ଡ ଓପନ୍ ଜୁ-ଜୁତ୍&zwnj;ସୁ ପ୍ରତିଯୋଗିତା। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଦୁଇ ଷ୍ଟାର ଅନୁପମା ସ୍ୱାଇଁ ଓ ପ୍ରିୟଦର୍ଶିନୀ ଘଟୁଆରି ସ୍ଥାନ ପାଇଛନ୍ତି। ସେମାନେ ଆଜି ଥାଇଲାଣ୍ଡ ଯାତ୍ରା କରିଛନ୍ତି। ଅନୁପମା ଓ ପ୍ରିୟଦର୍ଶିନୀ ଚଳିତ ବର୍ଷ ଜାତୀୟ ଜୁ-ଜୁତ୍&zwnj;ସୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଉଭୟଙ୍କୁ ଓଡ଼ିଶା ଜୁ-ଜୁତ୍&zwnj;ସୁ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।</p>

Ordigital Desk
  • Published: Tuesday, 05 June 2018
  • Updated: 05 June 2018, 10:40 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତୀୟ ଜୁ-ଜୁତ୍&zwnj;ସୁ&nbsp;ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୨ଜଣ ସ୍ଥାନ ପାଇଛନ୍ତି। ଥାଇଲାଣ୍ଡର ବ୍ୟାଂକକରେ ଆସନ୍ତା ଜୁନ୍ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଥାଇଲାଣ୍ଡ ଓପନ୍ ଜୁ-ଜୁତ୍&zwnj;ସୁ ପ୍ରତିଯୋଗିତା। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଦୁଇ ଷ୍ଟାର ଅନୁପମା ସ୍ୱାଇଁ ଓ ପ୍ରିୟଦର୍ଶିନୀ ଘଟୁଆରି ସ୍ଥାନ ପାଇଛନ୍ତି। ସେମାନେ ଆଜି ଥାଇଲାଣ୍ଡ ଯାତ୍ରା କରିଛନ୍ତି। ଅନୁପମା ଓ ପ୍ରିୟଦର୍ଶିନୀ ଚଳିତ ବର୍ଷ ଜାତୀୟ ଜୁ-ଜୁତ୍&zwnj;ସୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଉଭୟଙ୍କୁ ଓଡ଼ିଶା ଜୁ-ଜୁତ୍&zwnj;ସୁ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos