ଗୋଟିଏ ମ୍ୟାଚ୍‌ରେ ୨ଥର ରନ୍‌ଆଉଟ୍‌ ହେଲେ ଏହି କ୍ରିକେଟର୍‌: ବିପକ୍ଷ ଟିମ୍‌ ଆଗରେ ମାଟି କାମୁଡିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ କେପ୍‌ଟାଉନ୍‌ ପରେ ସେଞ୍ଚୁରିଆନ୍। ଲଗାତର ଦୁଇଟି ଟେଷ୍ଟ ହାରିବା ପରେ ଟିମ୍‌ ଇଣ୍ଡିଆ ସରିଜକୁ ବି ହାତଛଡ଼ା କରିଛି। ଯଦିଓ ତୃତୀୟ ଟେଷ୍ଟ ଏପର୍ଯ୍ୟନ୍ତ ଖେଳାଯାଇନାହିଁ ତଥାବି ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୨-୦ ଅଗ୍ରଣୀ ରହିବା ସହ ସିରିଜ ହାତେଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଥିଲା। ଏବଂ ସବୁଠୁ ଆଶ୍ଚର୍ଯ୍ୟ କରିଥିଲେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌  ଚେତେଶ୍ୱର ପୂଜାରା। ସେ ଏହି ମ୍ୟାଚରେ ଦୁଇ […]

pujara-7_1516189834

pujara-7_1516189834

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 12:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ କେପ୍‌ଟାଉନ୍‌ ପରେ ସେଞ୍ଚୁରିଆନ୍। ଲଗାତର ଦୁଇଟି ଟେଷ୍ଟ ହାରିବା ପରେ ଟିମ୍‌ ଇଣ୍ଡିଆ ସରିଜକୁ ବି ହାତଛଡ଼ା କରିଛି। ଯଦିଓ ତୃତୀୟ ଟେଷ୍ଟ ଏପର୍ଯ୍ୟନ୍ତ ଖେଳାଯାଇନାହିଁ ତଥାବି ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୨-୦ ଅଗ୍ରଣୀ ରହିବା ସହ ସିରିଜ ହାତେଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଥିଲା। ଏବଂ ସବୁଠୁ ଆଶ୍ଚର୍ଯ୍ୟ କରିଥିଲେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌  ଚେତେଶ୍ୱର ପୂଜାରା। ସେ ଏହି ମ୍ୟାଚରେ ଦୁଇ ଦୁଇ ଥର ରନ୍‌ ଆଉଟ୍‌ ହୋଇଥିଲେ। ଏହା ପରେ ସୋସିଆଲ ମିଡ଼ିଆରେ ପୂଜାରାଙ୍କୁ ସମାଲୋଚନା କରାଯାଇଥିଲା।

ପ୍ରଥମ ଇଂନିସରେ ପୂଜାରା ଖାତା ଖୋଲିବି ପାରିନଥିଲେ। ଦକ୍ଷିଣ ଆଫ୍ରିକା ଫିଲ୍ଡର ଲୁଙ୍ଗି ଏନ୍‌ନିଡ଼ି ପୂଜାରଙ୍କୁ ରନ୍‌ ଆଉଟ୍‌ କରିଥିଲେ। ସେହିପରି ଦ୍ୱିତୀୟ ଇଂନିସରେ ଡିଭିଲିୟର୍ସଙ୍କ ଥ୍ରୋରେ ଡିକକ୍‌ ପୂଜାରାଙ୍କୁ ରନ୍‌ ଆଉଟ୍‌ କରିଥିଲେ। ଦ୍ୱିତୀୟ ଇଂନିସରେ ସେ ମାତ୍ର ୧୯ ରନ କରିପାରିଥିଲେ।

ଗୋଟିଏ ମ୍ୟାଚରେ ପୂଜାରା ଦୁଇ ଥର ରନ୍‌ ଆଉଟ୍‌ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜଣେ ୟୁଜର୍ସ ତାଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌-ହକ୍‌ଙ୍କ ସହ ତୁଳନା କରିଛନ୍ତି। ପୂଜାରା ଦ୍ୱିତୀୟ ଇଞ୍ଜାମାମ ହେବାକୁ ଚାହୁଁଛନ୍ତି ବୋଲି ସୋସିଆଲ ମିଡ଼ିଆରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story