୨୦୦୧ର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ହେଉଛି ଭାରତୀୟ କ୍ରିକେଟ୍‌ର ହିଟ୍ ରିଫ୍ରେସ୍‌ ମୋମେଣ୍ଟ: ଅନିଲ

ନୂଆଦିଲ୍ଲୀ: ୨୦୦୧ ମସିହାରେ କୋଲକାତା ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ସେହିଦିନଠାରୁ ଭାରତୀୟ କ୍ରିକେଟ୍‌ରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ନିଜ ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ଦେଖାଇ ଥିଲା ଓ ସେହି ଦିନଠାରୁ ବିଦେଶରେ ବି ଜବରଦସ୍ତ ପ୍ରଦର୍ଶନ କରିବାକୁ ଲାଗିଲା। ପୂର୍ବତନ ଲେଗ୍ ସ୍ପିନର ତଥା ପୂର୍ବତନ କୋଚ୍ ଅନିଲ କୁମ୍ବଲେ ଏହି କଥା କହିଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲାଙ୍କ ଲିଖିତ ପୁସ୍ତକ ‘ହିଟ୍ […]

anil

anil

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 04:09 PM IST

Sports

Latest News

ନୂଆଦିଲ୍ଲୀ: ୨୦୦୧ ମସିହାରେ କୋଲକାତା ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ସେହିଦିନଠାରୁ ଭାରତୀୟ କ୍ରିକେଟ୍‌ରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ନିଜ ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ଦେଖାଇ ଥିଲା ଓ ସେହି ଦିନଠାରୁ ବିଦେଶରେ ବି ଜବରଦସ୍ତ ପ୍ରଦର୍ଶନ କରିବାକୁ ଲାଗିଲା। ପୂର୍ବତନ ଲେଗ୍ ସ୍ପିନର ତଥା ପୂର୍ବତନ କୋଚ୍ ଅନିଲ କୁମ୍ବଲେ ଏହି କଥା କହିଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲାଙ୍କ ଲିଖିତ ପୁସ୍ତକ ‘ହିଟ୍ ରିଫ୍ରେସ’କୁ ନେଇ ଏକ ବିଶେଷ ଚର୍ଚ୍ଚା କାର୍ଯ୍ୟକ୍ରମରେ ସେ ଏହା କହିଥିଲେ।

ଏହି ଅବସରରେ ଅନିଲ ଏକ ପ୍ରଶ୍ନ ଉତ୍ତର ଦେଇ କହିଥିଲେ,“୧୯୮୩ ବିଶ୍ୱ କପ୍ ଓ ୨୦୦୧ରେ କୋଲକାତାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ବିଜୟ ଭାରତୀୟ କ୍ରିକେଟ୍‌କୁ ବଦଳାଇ ଦେଇଥିଲା। ୧୯୮୩ରେ ଭାରତ ବିଶ୍ୱ କପ୍ ଜିତିବା ପରେ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଓ ବିରୋଧୀ ଦଳକୁ ହରାଇବାର ସାହସ ତିଆରି ହୋଇସାରିଥିଲା। ତେବେ ମୋ ପାଇଁ ଭାରତୀୟ କ୍ରିକେଟ୍‌ର ହିଟ୍ ରିଫ୍ରେଶ୍ ମୋମେଣ୍ଟ ହେଉଛି ୨୦୦୧ରେ ଅଷ୍ଟ୍ରେଲିଆ ବିରୋଧରେ ଖେଳା ଯାଇଥିବା ଟେଷ୍ଟ୍ ସିରିଜ୍।”

ଆହୁରି ମଧ୍ୟ ପଢନ୍ତୁ: ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ ତାଙ୍କ ରେକର୍ଡ ଦେଖ: ଭୁବନେଶ୍ୱର

ଏତିକିରେ ସରି ନଥିଲା କୁମ୍ବଲେଙ୍କ କଥା। କହୁ କହୁ କୁମ୍ୱଲେ ସେଦିନର ସମସ୍ତ ସ୍ମୃତି ସମସ୍ତଙ୍କ ଆଗରେ ସେୟାର କରିଥିଲେ। ସେ କହିଥିଲେ,“ଆମେ ଅଷ୍ଟ୍ରେଲିଆ ବିପକ୍ଷ ଉକ୍ତ ସିରିଜ୍ ଜିତି ଥିଲୁ।  ଆଘାତ ଯୋଗୁଁ ମୁଁ ଏହି ସିରିଜ୍‌ରେ ଖେଳିପାରିନଥିଲି। କିନ୍ତୁ ଉକ୍ତ ସିରିଜ୍‌ରୁ ଆମେ ଜାଣିପାରିଥିଲୁ ଆମ ଭିତରେ କେତେ ସାମର୍ଥ୍ୟ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story