୨୦୦୭ ବିଶ୍ୱକପର ହିରୋ ଏବେ DSP: ଜୀବନରେ ୪ଟି ମ୍ୟାଚ୍‌ ଖେଳି ଇତିହାସ ରଚିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାରିୟରରେ ମାତ୍ର ୪ଟି  ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଏହି ଭାରତୀୟ ଖେଳାଳିଙ୍କୁ ଆପଣ ସମସ୍ତେ ଜାଣିଥିବେ। ମାତ୍ର ୪ଟି ମ୍ୟାଚ୍‌ ଖେଳି ଭାରତୀୟ ଲୋକଙ୍କ ହୃଦୟରେ ହିରୋ ପାଲଟିଯାଇଥିଲେ ଏହି କ୍ରିକେଟର। ଏହି ଖେଳାଳି ଆଉ କେହି ନୁହନ୍ତିଁ, ଇଏ ହେଉଛନ୍ତି ଭାରତକୁ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତାଇଥିବା ଖେଳାଳି ଯୋଗୀନ୍ଦର ଶର୍ମା । ୨୦୦୭ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପରେ  ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ଶେଷ ଓଭରରେ ବୋଲିଂ କରିବାକୁ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 04:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାରିୟରରେ ମାତ୍ର ୪ଟି  ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଏହି ଭାରତୀୟ ଖେଳାଳିଙ୍କୁ ଆପଣ ସମସ୍ତେ ଜାଣିଥିବେ। ମାତ୍ର ୪ଟି ମ୍ୟାଚ୍‌ ଖେଳି ଭାରତୀୟ ଲୋକଙ୍କ ହୃଦୟରେ ହିରୋ ପାଲଟିଯାଇଥିଲେ ଏହି କ୍ରିକେଟର। ଏହି ଖେଳାଳି ଆଉ କେହି ନୁହନ୍ତିଁ, ଇଏ ହେଉଛନ୍ତି ଭାରତକୁ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତାଇଥିବା ଖେଳାଳି ଯୋଗୀନ୍ଦର ଶର୍ମା । ୨୦୦୭ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପରେ  ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ଶେଷ ଓଭରରେ ବୋଲିଂ କରିବାକୁ ଯାଇଥିବା ଯୋଗୀନ୍ଦର ଶର୍ମା ବିସ୍ଫୋରକ ବ୍ୟାଟ୍ସମ୍ୟାନ ମିସ୍‌ବା-ଉଲ୍‌-ହଗ୍‌ଙ୍କୁ ଆଉଟ କରି ଭାରତକୁ ବିଜୟୀ କରିଥିଲେ। ହେଲେ ଏହାପରେ ସେ କିନ୍ତୁ ହଠାତ୍‌ କ୍ରିକେଟ୍‌ରୁ ଦୂରେଇ ଯାଇଥିଲେ। ୨୦୧୧ରେ କାର୍‌ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କ କ୍ରିକେଟ୍‌ କ୍ୟାରିୟରରେ ବିରାମ ଲାଗିଯାଇଥିଲା। ବର୍ତ୍ତାମାନ କିନ୍ତୁ ସେ ଆଉ ଏକ ପ୍ରଫେସନରେ ଦେଖିବାକୁ ମିଳିଛନ୍ତି। ସେ ବର୍ତ୍ତମାନ ହରିଆଣା ପୋଲିସରେ ଡିଏସ୍‌ପି ଭାବେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story