ବଲାଙ୍ଗିର: ୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫିରେ ଆସନ୍ତାକାଲିଠାରୁ ମୁକାବିଲା ଆରମ୍ଭ ହେବ ଓଡ଼ିଶା ଓ ଆସାମ ମଧ୍ୟରେ। ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ୍। ଏଥିପାଇଁ ଉଭୟ ଦଳ ବଲାଙ୍ଗିରରେ ପହଞ୍ଚିବା ସହ ନେଟ୍ ପ୍ରାକ୍ଟିସ କରିଛନ୍ତି । ସେପଟେ ସି.କେ ନାଇଡୁ ଟ୍ରଫିକୁ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ଜିଲ୍ଳା କ୍ରୀଡା ସଂସଦ। ଗାନ୍ଧି ଷ୍ଟାଡିୟମର ଆଉଟ୍ ଫିଲ୍ଡ ଏବଂ ପିଚକୁ ନେଇ ବେଶ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ଦଳର ଅଧିନାୟକ। ନଭେମ୍ୱର ୩ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଫଡନାବିସଙ୍କୁ ସମର୍ଥନ କଲେ ଅଜିତ ପାଓ୍ୱାର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଏହାରି ଭିତରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ଦେବେନ୍ଦ୍ର ଫଡନାବସ, ଅଜିତ ପାଓ୍ୱାର ଓ ଏକନାଥ ସିନ୍ଦେ।