୨୪ରେ କଟକ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍

କଟକ: ଆସନ୍ତା ୨୪ ତାରିଖରେ କଟକ ଜବାହାରଲାଲ ଇଣ୍ତୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ କଟକ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍। ଆମେତିଓର ତାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ଏହି ଦିନିକିଆ ପ୍ରତିଯୋଗିତାରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଉଭୟ ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିବେ। କଟକ ଜିଲ୍ଲାରେ ତାଇକୋଣ୍ଡୋକୁ ବ୍ୟାପକ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ଆମେତିଓର ତାଇକୋଣ୍ଡୋ ଆସୋସିଏସନ୍‌ର ସଭାପତି ରଞ୍ଜିତ କୁମାର ଦାସ କହିଛନ୍ତି।

taikondo

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 11:51 AM IST

Related story