ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍: ସ୍ୱାସ୍ଥ୍ୟ ବିଭାଗ ଖୋଲିବ ୨୪ ଘଣ୍ଟିଆ ସେବା

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଆରମ୍ଭ ହେବାକୁ ଥିବା ଏସିଆନ ଆଥଲେଟିକ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମର ସମସ୍ତ ରୁମ, ଦର୍ଶକ ଗ୍ୟାଲେରୀ, ଗ୍ରାଉଣ୍ଡ, ଖେଳାଳି ଓ ଡେଲିଗେଟ୍ସ ରହିବାକୁ ଥିବା ହୋଟେଲ ଗୁଡିକ ମଧ୍ୟ ପରିଦର୍ଶନ କରାଯାଇଛି । ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ରହିବ। ଏଥିଲାଗି ୧୦ଟି ଆମ୍ବୁଲାନ୍ସ ସହ କର୍ପୋରେଟ ହସପିଟାଲର ବ୍ୟବସ୍ଥା ମଧ୍ୟ […]

kalinga-stadium

kalinga-stadium

Rakesh Mallick
  • Published: Friday, 30 June 2017
  • Updated: 30 June 2017, 06:26 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଆରମ୍ଭ ହେବାକୁ ଥିବା ଏସିଆନ ଆଥଲେଟିକ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମର ସମସ୍ତ ରୁମ, ଦର୍ଶକ ଗ୍ୟାଲେରୀ, ଗ୍ରାଉଣ୍ଡ, ଖେଳାଳି ଓ ଡେଲିଗେଟ୍ସ ରହିବାକୁ ଥିବା ହୋଟେଲ ଗୁଡିକ ମଧ୍ୟ ପରିଦର୍ଶନ କରାଯାଇଛି । ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ରହିବ। ଏଥିଲାଗି ୧୦ଟି ଆମ୍ବୁଲାନ୍ସ ସହ କର୍ପୋରେଟ ହସପିଟାଲର ବ୍ୟବସ୍ଥା ମଧ୍ୟ କରାଯାଇଛି।  ତେବେ ଖେଳାଳି ମାନଙ୍କର ମେଡିକାଲ ଏମରଜେନ୍ସି ପାଇଁ ଡାକ୍ତରମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।..

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story