୨୪ରୁ ଆର.ଏନ ସିଂହଦେଓ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍

ବଲାଙ୍ଗିର: ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲ୍ଳାରେ ସ୍ୱର୍ଗତ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହେବ ରାଜ୍ୟ ଟେବୁଲ୍ ଟେନିସ୍ ରାଙ୍କିଙ୍ଗ୍ ଚାମ୍ପିଅନସିପ୍। ଆସନ୍ତା ସେପ୍ଟେମ୍ୱର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି ଏହି ପ୍ରତିଯୋଗିତାର ଆୟୋଜକ କମିଟି।