ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ ଅଭ୍ୟାସ ଜୋରଦାର: ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ ଜୋରଦାର ଅଭ୍ୟାସ ଚଲାଇଛନ୍ତି। ଗୌହାଟି ଠାରେ ଚଳିତି ଟ୍ୱି-ଟ୍ୱେଣ୍ଟି ସିରିଜର ୨ୟ ମ୍ୟାଚ ଆସନ୍ତା ମଙ୍ଗଳବାର ଖେଳାଯିବ। ଏଥିପାଇଁ ଭାରତ ଏହି ମ୍ୟାଚ ଜିତି ଟି-ଟ୍ୱେଣ୍ଟି ସିରିଜକୁ ବି ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ। ଦିନିକିଆରେ ୪-୧ରେ ସିରିଜ ଜିତିଥିବା ଭାରତୀୟ ଦଳର ବନବୋଳ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 08:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ ଜୋରଦାର ଅଭ୍ୟାସ ଚଲାଇଛନ୍ତି। ଗୌହାଟି ଠାରେ ଚଳିତି ଟ୍ୱି-ଟ୍ୱେଣ୍ଟି ସିରିଜର ୨ୟ ମ୍ୟାଚ ଆସନ୍ତା ମଙ୍ଗଳବାର ଖେଳାଯିବ। ଏଥିପାଇଁ ଭାରତ ଏହି ମ୍ୟାଚ ଜିତି ଟି-ଟ୍ୱେଣ୍ଟି ସିରିଜକୁ ବି ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ। ଦିନିକିଆରେ ୪-୧ରେ ସିରିଜ ଜିତିଥିବା ଭାରତୀୟ ଦଳର ବନବୋଳ ଦୃଢ ରହିଛି। ସେପେଟେ ଅଷ୍ଟ୍ରେଲିଆ ମଙ୍ଗଳବାର ମ୍ୟାଚ୍‌ରେ କମବ୍ୟାକ କରିବାକୁ ସମ୍ପୂର୍ଣ୍ଣଭାବେ ଚେଷ୍ଟା କରିବ। କାରଣ ଆଗକୁ ଗୁରୁତ୍ୱପୂର୍ଣ୍ଣ ଆସେସ୍ ସିରିଜ ଥିବାରୁ, ଟିମ୍‌ର ମନୋବଲ ବୃଦ୍ଧି ପାଇଁ ଶେଷ ଦୁଇଟି ମ୍ୟାଚ୍‌ ଜିତିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story