ଦ୍ୱିତୀୟ ଟି-ଟ୍ୱେଣ୍ଟି ଆଜି: ମ୍ୟାଚରେ ବର୍ଷା ସାଜିପାରେ ବାଧକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଗୌହାଟି ଠାରେ ଖେଳାଯିବ। ହେଲେ ଏହା ମ୍ୟାଚ୍‌ରେ ମଧ୍ୟ ରାଞ୍ଚି ଭଳି ବର୍ଷା ବାଧକ ସାଜିପାରେ। ବର୍ଷା କାରଣରୁ ସୋମବାର ଦିନ  ଉଭୟ ଟିମ୍‌ ଅଭ୍ୟାସ୍‌ କରିପାରିନଥିଲେ। ବର୍ଷାସତ୍ତ୍ୱେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ଓ ଧୋନୀ ପଡିଆରେ ଫୁଟବଲ ଖେଳର ମଜା ନେଇଥିଲେ। ଏହାପୂର୍ବରୁ  ରାଞ୍ଚିରେ ଖେଳାଯାଇଥିବା ଚଳିତ ଟି-ଟ୍ୱେଣ୍ଟିର ସିରିଜର ପ୍ରଥମ ମ୍ୟାଚରେ ବର୍ଷା ହେବାରୁ ମ୍ୟାଚକୁ ଦୀର୍ଘସମୟ ଧରି […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 03:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଗୌହାଟି ଠାରେ ଖେଳାଯିବ। ହେଲେ ଏହା ମ୍ୟାଚ୍‌ରେ ମଧ୍ୟ ରାଞ୍ଚି ଭଳି ବର୍ଷା ବାଧକ ସାଜିପାରେ। ବର୍ଷା କାରଣରୁ ସୋମବାର ଦିନ  ଉଭୟ ଟିମ୍‌ ଅଭ୍ୟାସ୍‌ କରିପାରିନଥିଲେ। ବର୍ଷାସତ୍ତ୍ୱେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ଓ ଧୋନୀ ପଡିଆରେ ଫୁଟବଲ ଖେଳର ମଜା ନେଇଥିଲେ। ଏହାପୂର୍ବରୁ  ରାଞ୍ଚିରେ ଖେଳାଯାଇଥିବା ଚଳିତ ଟି-ଟ୍ୱେଣ୍ଟିର ସିରିଜର ପ୍ରଥମ ମ୍ୟାଚରେ ବର୍ଷା ହେବାରୁ ମ୍ୟାଚକୁ ଦୀର୍ଘସମୟ ଧରି ବନ୍ଦ ରଖାଯାଇଥିଲା। ପରେ ଡିଏଲ୍‌ ନିୟମ ଅନୁସାରେ ଭାରତକୁ ୬ ଓଭରରେ  ୪୮ ରନ୍‌ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos