ଦ୍ୱିତୀୟ ଟି-୨୦ ବି ହାରିଲା ପାକିସ୍ତାନ

ଲାହୋର: ଭାନୁକା ରାଜପାକସାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ୩୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହାଛଡ଼ା ଶ୍ରୀଲଙ୍କା ପ୍ରଥମଥର ଲାଗି ପାକିସ୍ତାନରେ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ। ଉକ୍ତ ମ୍ୟାଚରେ ଟସ୍ ଜିତି […]

sri

sri

Ranjit Kumar Jena
  • Published: Tuesday, 08 October 2019
  • Updated: 08 October 2019, 12:39 PM IST

Sports

Latest News

ଲାହୋର: ଭାନୁକା ରାଜପାକସାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ୩୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି। ଏହାଛଡ଼ା ଶ୍ରୀଲଙ୍କା ପ୍ରଥମଥର ଲାଗି ପାକିସ୍ତାନରେ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବୁଧବାର ଖେଳାଯିବ।

ଉକ୍ତ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଶ୍ରୀଲଙ୍କା ତା'ର ଦୁଇ ଓପ୍ନର ଦନୁସ୍କା ଗୁଣତିଳକ (୧୫) ଓ ଅଭିସ୍କା ଫର୍ଣ୍ଣାଣ୍ଡୋ (୮)ଙ୍କୁ ସଅଳ ହରାଇ ବିପଦରେ ପଡ଼ିଥିଲେ। ତେବେ ରାଜପାକସା ଓ ଶେହାନ୍ ଜୟସୁରିୟା ତୃତୀୟ ୱିକେଟ୍ ପାଇଁ ୯୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ।

ଜୟସୁରିୟା ୨୮ ବଲରେ ୪ ଚୌକା ସହ ୩୪ ରନ୍ କରି ଆଉଟ୍ ହୋଇଥିଲେ। ରାଜପାକସା ପାକ୍ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ୭୭ (୪୮ ବଲ୍‌, ୪ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ। କ୍ୟାପଟେନ୍ ଦାସୁନ୍ ଶନକା ୨୭ (୧୫ ବଲ୍‌, ୩ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଇମାଦ ୱାସିମ୍‌, ୱହାବ ରିଆଜ ଓ ଶଦାବ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୮୩ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ପକ୍ଷରୁ ଇମାଦ୍ ୱାସିମ୍ ସର୍ବାଧିକ ୪୭ (୨୯ ବଲ୍‌, ୮ ଚୌକା) ରନ୍ କରିଥିବା ବେଳେ ଆସିଫ୍ ଅଲୀ ୨୯, କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ୨୬ ଓ ଅହମ୍ମଦ ଶେହଜାଦ୍ ୧୩ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁୱନ୍ ପ୍ରଦୀପ ୨୫ ରନ୍ ଦେଇ ୪ଟି, ୱାନିନ୍ଦୁ ଡି'ସିଲଭା ୩ଟି ଓ ଇସୁରୁ ଉଦାନା ୨ଟି ୱିକେଟ୍ ନେଇଥିଲେ। ଦମଦାର ବ୍ୟାଟିଂ ପାଇଁ ରାଜପାକସାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story