ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌: ଫାଇନାଲରେ ଦୂତି, ଶ୍ରାବଣୀ ଓ ଅମିୟ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସ ଚାଂପିଅନସିପର ଅନ୍ତିମ ଦିନରେ ଚମକିଲେ ଓଡ଼ିଆ ଆଥଲେଟ୍। ଆଜି ଉଦଯାପନୀ ଦିବସରେ ତିନି ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକଙ୍କୁ ମିଳିଛି ସଫଳତା। ୨୦୦ ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି ଏହି ତିନି ଆଥଲେଟ୍ । ଶ୍ରାବଣୀ ପ୍ରଥମ ହିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦୂତୀ ତୃତୀୟ ହିଟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟ ଓଡ଼ିଆ ଆଥଲେଟ୍ ଅମିୟ ମଲ୍ଲିକ ପଞ୍ଚମ ସ୍ଥାନରେ […]

asian,,

asian,,

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 01:58 PM IST

Sports

Latest News

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସ ଚାଂପିଅନସିପର ଅନ୍ତିମ ଦିନରେ ଚମକିଲେ ଓଡ଼ିଆ ଆଥଲେଟ୍। ଆଜି ଉଦଯାପନୀ ଦିବସରେ ତିନି ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକଙ୍କୁ ମିଳିଛି ସଫଳତା। ୨୦୦ ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି ଏହି ତିନି ଆଥଲେଟ୍ । ଶ୍ରାବଣୀ ପ୍ରଥମ ହିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦୂତୀ ତୃତୀୟ ହିଟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟ ଓଡ଼ିଆ ଆଥଲେଟ୍ ଅମିୟ ମଲ୍ଲିକ ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ଭଲ ଟାଇମିଂ ଯୋଗୁଁ ଫାଇନାଲରେ ପ୍ରବେଶ କରିଛନ୍ତି।

ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ମୋଟ୍ ୧୨ଟି ଇଭେଣ୍ଟ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ପଦକ ସହ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚୀନ୍ ରହିଛି। ଭାରତକୁ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୯ଟି କାଂସ୍ୟ ପଦକ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story