ଦୀର୍ଘ ଦିନ ପରେ ଭାରତୀୟ ଦଳରେ ମଙ୍ଗ ଧରିବେ ୩ ଓଡ଼ିଆ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବ ବିଶ୍ୱ ହକି ଲିଗ ଫାଇନାଲ। ଏଥିପାଇଁ ଘୋଷଣ ହୋଇଛି ୧୮ଜଣିଆ ଭାରତୀୟ ଦଳ। ଟିମରେ ସ୍ଥାନ ପାଇଛନ୍ତି ୩ ଓଡ଼ିଆ। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା,ଦୀପସାନ ତିର୍କି ଓ ଅମିତ ରୋହିଦାସ। ଦୀର୍ଘ ବର୍ଷ ପରେ ଭାରତୀୟ ହକି ଦଳରେ ଏକାଥରେ ୩ ଓଡ଼ିଆ ସ୍ଥାନ ପାଇଥିବାରୁ ଉତ୍ସାହିତ ହକି ପ୍ରେମୀ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ୩ ଖେଳାଳିଙ୍କୁ ଅଭିନନ୍ଦନ ଜଣାଛନ୍ତି। ଡିଫେଣ୍ଡର ବୀରେନ୍ଦ୍ର […]

DO1bvaDV4AErbxn

DO1bvaDV4AErbxn

Rakesh Mallick
  • Published: Friday, 17 November 2017
  • Updated: 17 November 2017, 08:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେବ ବିଶ୍ୱ ହକି ଲିଗ ଫାଇନାଲ। ଏଥିପାଇଁ ଘୋଷଣ ହୋଇଛି ୧୮ଜଣିଆ ଭାରତୀୟ ଦଳ। ଟିମରେ ସ୍ଥାନ ପାଇଛନ୍ତି ୩ ଓଡ଼ିଆ। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା,ଦୀପସାନ ତିର୍କି ଓ ଅମିତ ରୋହିଦାସ। ଦୀର୍ଘ ବର୍ଷ ପରେ ଭାରତୀୟ ହକି ଦଳରେ ଏକାଥରେ ୩ ଓଡ଼ିଆ ସ୍ଥାନ ପାଇଥିବାରୁ ଉତ୍ସାହିତ ହକି ପ୍ରେମୀ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ୩ ଖେଳାଳିଙ୍କୁ ଅଭିନନ୍ଦନ ଜଣାଛନ୍ତି।

ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି। ବିଶ୍ୱ ହକି ଲିଗ ଫାଇନାଲରେ ଏହି ୩ ଓଡ଼ିଆ ସମ୍ଭାଳିବେ ଭାରତର ଡିଫେନ୍ସ ଲାଇନ। ବାଙ୍ଗାଲୋରରେ ଚାଲିଥିବା ଜାତୀୟ କ୍ୟାମ୍ପରେ ଏହି ୩ ଖେଳାଳିଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେହିପରି ନିକଟରେ ବାଲାଂଦେଶରେ ଶେଷ ହୋଇଥିବା ଏସିଆ କପ ହକିରେ ଚାମ୍ପିୟନ ହୋଇଥିଲା ଭାରତ। ସେହି ଚାମ୍ପିୟନ ଭାରତୀୟ ଦଳରେ ସ୍ଥାନ ପାଇଥିବା ୨ ଓଡ଼ିଆ ଖେଳାଳି  ଅମିତ ରୋହିଦାସ ଏବଂ ଦୀପସାନ ତିର୍କିଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ଦୀପସାନ ଓ ଅମିତ ଭାରତୀୟ ଦଳରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ୨୦୧୬ ରିଓ ଅଲିମ୍ପିକସରୁ ବାଦ୍ ପଡ଼ିଥିବା ବୀରେନ୍ଦ୍ର ଲାକ୍ରା ପ୍ରାୟ ଦେଢ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଏଥର ପ୍ରଥମ କରି ୩ଜଣ ଓଡ଼ିଆ ନିଜ ମାଟିରେ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ୨୦୧୨ ଲଣ୍ଡନ ଅଲିମ୍ପିକରେ ୨ ଓଡ଼ିଆ ଇଗ୍ନେସ ତିର୍କି ଏବଂ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ତା ପର ଠାରୁ ଭାରତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମିଯାଇଥିଲା। ଦିନଥିଲା ଭାରତୀୟ ଦଳରେ ଓଡ଼ିଆ ଖେଳାଳି ମଙ୍ଗ ଧରିଥିବା ବେଳେ ୩ରୁ ୪ଜଣ ଖେଳାଳି ସ୍ଥାନ ପାଉଥିଲେ। ପୁଣି ଆଜି ସେହି ଦିନକୁ ଅପେକ୍ଷା କରିଥିଲା ଓଡିଶା ହକି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story