୩୨ ବର୍ଷରେ ଡିଭିଲିୟର୍ସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଏବି ଡିଭିଲିୟର୍ସ ବୁଧବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କୁ କୁହାଯାଉଛି ବିଶ୍ୱର ଜଣେ କଂପ୍ଲିଟ୍ ବ୍ୟାଟ୍ସମ୍ୟାନ୍। ତାଙ୍କ ଖେଳର ପ୍ରଶଂସା କରିବାକୁ ଯାଇ ପୂର୍ବତନ ଭାରତୀୟ କ୍ରିକେଟର୍ ଆକାଶ ଚୋପ୍ରା ଥରେ କହିଥିଲେ, ‘ଡିଭିଲିୟର୍ସଙ୍କ ଡିଏନ୍‌ଏ ପରୀକ୍ଷା କରାଯାଉ ବୋଲି ମୁଁ ଦାବି କରୁଛି। କାରଣ କ୍ରିକେଟ୍ କେବଳ ମାତ୍ର ମଣିଷମାନଙ୍କ ଖେଳ।’ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ, ଶତକ ଓ ୧୫୦ ରନ୍ କରିବାର ରେକର୍ଡ […]

divilliers

divilliers

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 01:31 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଟେଷ୍ଟ ଅଧିନାୟକ ଏବି ଡିଭିଲିୟର୍ସ ବୁଧବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କୁ କୁହାଯାଉଛି ବିଶ୍ୱର ଜଣେ କଂପ୍ଲିଟ୍ ବ୍ୟାଟ୍ସମ୍ୟାନ୍। ତାଙ୍କ ଖେଳର ପ୍ରଶଂସା କରିବାକୁ ଯାଇ ପୂର୍ବତନ ଭାରତୀୟ କ୍ରିକେଟର୍ ଆକାଶ ଚୋପ୍ରା ଥରେ କହିଥିଲେ, ‘ଡିଭିଲିୟର୍ସଙ୍କ ଡିଏନ୍‌ଏ ପରୀକ୍ଷା କରାଯାଉ ବୋଲି ମୁଁ ଦାବି କରୁଛି। କାରଣ କ୍ରିକେଟ୍ କେବଳ ମାତ୍ର ମଣିଷମାନଙ୍କ ଖେଳ।’

ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ, ଶତକ ଓ ୧୫୦ ରନ୍ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ସେ ୧୬ଟି ବଲ୍‌ରେ ଶତକ କରି ସନଥ ଜୟସୁରିୟାଙ୍କ ୧୯ ବର୍ଷର ରେକର୍ଡ ଭାଙ୍ଗି ଥିଲେ ଡିଭିଲିୟର୍ସ। ସେହିପରି ଜୋହନାସବର୍ଗରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୧ଟି ବଲରୁ ଶତକ ହାସଲ କରିଥିଲେ। ୨୦୧୫ ବିଶ୍ୱକପ୍ କ୍ରିକେଟ୍‌ରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୬ ବଲରୁ ୧୬୨ ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos