ତୃତୀୟ ଟି-୨୦: ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତୀୟ ଦଳରେ ତିନି ପରିବର୍ତ୍ତନ

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଶ୍ରୀଲଙ୍କା ସପକ୍ଷରେ ଯାଇଛି। ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏହି ମ୍ୟାଚରେ ତିନୋଟି ପରିବର୍ତ୍ତନ କରିଛନ୍ତି। କୁଲଦୀପ ଯାଦବ, ଋଷଭ ପନ୍ତ ଓ ଶିବମ୍ ଦୁବେ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ […]

indvssl

indvssl

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 06:46 PM IST

Sports

Latest News

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଶ୍ରୀଲଙ୍କା ସପକ୍ଷରେ ଯାଇଛି। ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏହି ମ୍ୟାଚରେ ତିନୋଟି ପରିବର୍ତ୍ତନ କରିଛନ୍ତି। କୁଲଦୀପ ଯାଦବ, ଋଷଭ ପନ୍ତ ଓ ଶିବମ୍ ଦୁବେ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଛନ୍ତି।

ସେହିପରି ଶ୍ରୀଲଙ୍କା ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ବାମହାତୀ ପେସ୍ ବୋଲର ଇସୁରୁ ଉଦାନା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲକଶନ୍ ସାଣ୍ଡାକାନଙ୍କୁ ସୁଯୋଗ ମିଳିଛି। ସେହିପରି ଭାନୁକା ରାଜପାକସାଙ୍କ ସ୍ଥାନରେ ଆଞ୍ଜେଲୋ ମାଥ୍ୟୁସଙ୍କୁ ସାମିଲ୍ କରାଯାଇଛି।

ଭାରତ: ଲୋକେଶ ରାହୁଲ, ଶିଖର ଧୱନ୍‌, ବିରାଟ୍ କୋହଲି (କ୍ୟାପଟେନ୍‌), ଶ୍ରେୟସ ଆୟର୍‌, ମନିଷ ପାଣ୍ଡେ, ସଞ୍ଜୁ ସାମସନ୍ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ୍‌, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି।

ଶ୍ରୀଲଙ୍କା: ଦନୁସ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ପରେରା (ୱିକେଟକିପର), ଓଶାଡା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡି'ସିଲଭା, ଦାସୁଦ୍ ଶନକା, ଲକଶନ୍ ସାଣ୍ଡାକାନ୍‌, ୱାନିନ୍ଦୁ ହସରଙ୍ଗା, ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌), ଲାହିରୁ କୁମାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story