ଅଷ୍ଟ୍ରେଲିଆ ଟିମ୍ ବସ ଉପରେ ଆକ୍ରମଣ ଘଟଣାରେ ଆଉ ୪ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଟିମ୍ ବସ ଉପରେ ଆକ୍ରମଣ ଘଟଣାରେ ଆଉ ୪ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ।  ଆସାମର ବର୍ଷାପଡା ଷ୍ଟାଡିୟମରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ପରେ ଅଷ୍ଟ୍ରେଲିଆ ଟିମ ଫେରୁଥିବା ବେଳେ ପଥର ମାଡ ହୋଇଥିଲା। ଏଥିରେ କେହି ଆହତ ହୋଇ ନଥିଲେ ମଧ୍ୟ ଆକ୍ରମଣ ପରେ ଅଷ୍ଟ୍ରେଲିଆ ଟିମ ଭୟଭୀତ ହୋଇ ପଡିଥିଲା। ଏନେଇ ବ୍ୟାଟ୍ସମ୍ୟାନ୍ ଅରୁନ ଫିଞ୍ଚ୍ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ।  ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା […]

dc-Cover-plbfehs3a3plure1srh63k3qk5-20171015174753.Medi

Rakesh Mallick
  • Published: Sunday, 15 October 2017
  • Updated: 16 October 2017, 08:17 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଟିମ୍ ବସ ଉପରେ ଆକ୍ରମଣ ଘଟଣାରେ ଆଉ ୪ଜଣଙ୍କୁ ଗିରଫ କରିଛି ଆସାମ ପୋଲିସ।  ଆସାମର ବର୍ଷାପଡା ଷ୍ଟାଡିୟମରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ପରେ ଅଷ୍ଟ୍ରେଲିଆ ଟିମ ଫେରୁଥିବା ବେଳେ ପଥର ମାଡ ହୋଇଥିଲା। ଏଥିରେ କେହି ଆହତ ହୋଇ ନଥିଲେ ମଧ୍ୟ ଆକ୍ରମଣ ପରେ ଅଷ୍ଟ୍ରେଲିଆ ଟିମ ଭୟଭୀତ ହୋଇ ପଡିଥିଲା। ଏନେଇ ବ୍ୟାଟ୍ସମ୍ୟାନ୍ ଅରୁନ ଫିଞ୍ଚ୍ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ।  ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏପରିକି କ୍ରିକେଟ ଫ୍ୟାନମାନେ ଅଷ୍ଟ୍ରେଲିଆ ଟିମକୁ କ୍ଷମା ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story