ଆସନ୍ତାକାଲିଠାରୁ ୧୮ ବର୍ଷରୁ କମ୍ ଚତୁର୍ଥ ମହିଳା ଏସିଆ କପ୍

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବ୍ୟାଙ୍କକରେ ଆରମ୍ଭ ହେଉଛି ୧୮ ବର୍ଷରୁ କମ୍ ଚତୁର୍ଥ ମହିଳା ଏସିଆ କପ୍। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଷ୍ଟେଜ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଚାଇନିଜ୍ ତାଇପେଇକୁ ଭେଟିବ। ଅପରାହ୍ନ ସାଢ଼େ ଦୁଇଟା ବେଳେ ଏହି ମ୍ୟାଚ୍ ଖେଳା ଯିବ। ସେହିପରି ୧୭ ତାରିଖରେ ଚୀନକୁ ଭେଟିବ ଭାରତ। ୧୯ ତାରିଖରେ ଦଳ ମାଲେସିଆକୁ ଭେଟିବ। ୨୨ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।

Hockey

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 11:18 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବ୍ୟାଙ୍କକରେ ଆରମ୍ଭ ହେଉଛି ୧୮ ବର୍ଷରୁ କମ୍ ଚତୁର୍ଥ ମହିଳା ଏସିଆ କପ୍। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଷ୍ଟେଜ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍ ଚାଇନିଜ୍ ତାଇପେଇକୁ ଭେଟିବ। ଅପରାହ୍ନ ସାଢ଼େ ଦୁଇଟା ବେଳେ ଏହି ମ୍ୟାଚ୍ ଖେଳା ଯିବ।

ସେହିପରି ୧୭ ତାରିଖରେ ଚୀନକୁ ଭେଟିବ ଭାରତ। ୧୯ ତାରିଖରେ ଦଳ ମାଲେସିଆକୁ ଭେଟିବ।

୨୨ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।

Related story