୬ଟି ଆଇପିଏଲ୍ ଫ୍ରାଞ୍ଚାଇଜର ପ୍ରତିନିଧିଙ୍କୁ ଭେଟିଲେ ଅନୁରାଗ ଓ ରାଜୀବ

ନୂଆଦିଲ୍ଲୀ: ବିସିସିଆଇ ସଂପାଦକ ଅନୁରାଗ ଠାକୁର ଓ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୁଧବାର ୬ଟି ଯାକ ଆଇପିଏଲ ଫ୍ରାଞ୍ଚାଇଜର ପ୍ରତିନିଧିମାନଙ୍କୁ ଭେଟିଥିଲେ। ୨୦୧୬ ଓ ୨୦୧୭ରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ଖେଳାଳି ନୀଲାମ ପ୍ରକ୍ରିୟା ସଂପର୍କିତ ନିୟମଗୁଡ଼ିକ ସଂପର୍କରେ ଅବଗତ କରାଇବା ପାଇଁ ଏହି ବୈଠକ ଡକାଇଥିଲେ ଅନୁରାଗ ଓ ରାଜୀବ। ଏଥିରେ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଥିଲା ଯେ ୨୦୧୬ ଓ ୨୦୧୭ରେ ପୂର୍ବଭଳି ୮ଟି ଦଳ ଭାଗ ନେବେ। ଦୁଇଟି ନୂଆ […]

AnuragThakur

AnuragThakur

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 03:14 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇ ସଂପାଦକ ଅନୁରାଗ ଠାକୁର ଓ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୁଧବାର ୬ଟି ଯାକ ଆଇପିଏଲ ଫ୍ରାଞ୍ଚାଇଜର ପ୍ରତିନିଧିମାନଙ୍କୁ ଭେଟିଥିଲେ। ୨୦୧୬ ଓ ୨୦୧୭ରେ ଖେଳାଯିବାକୁ ଥିବା ଆଇପିଏଲ୍ ମ୍ୟାଚ୍ ପାଇଁ ଖେଳାଳି ନୀଲାମ ପ୍ରକ୍ରିୟା ସଂପର୍କିତ ନିୟମଗୁଡ଼ିକ ସଂପର୍କରେ ଅବଗତ କରାଇବା ପାଇଁ ଏହି ବୈଠକ ଡକାଇଥିଲେ ଅନୁରାଗ ଓ ରାଜୀବ। ଏଥିରେ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଥିଲା ଯେ ୨୦୧୬ ଓ ୨୦୧୭ରେ ପୂର୍ବଭଳି ୮ଟି ଦଳ ଭାଗ ନେବେ। ଦୁଇଟି ନୂଆ ଟିମ୍ ପାଇଁ ନଭେମ୍ବର ୯ ତାରିଖରେ ବିସିସିଆଇର ଏଜିଏମ୍ ବୈଠକ ପରେ ନିଲାମୀ ଆରମ୍ଭ କରାଯିବ। ସେହିପରି ଆସନ୍ତା ଦୁଇ ବର୍ଷ ପାଇଁ ଆଇପିଏଲ୍ ପାଇଁ ବିସିସିଆଇ ୱାର୍କିଂ କମିଟି ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ ମଧ୍ୟ ୬ଟି ଯାକ ଆଇପିଏଲ୍ ଫ୍ରାଞ୍ଚାଇଜର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story