ନୂଆଦିଲ୍ଲୀ: ସମ୍ମାନସ୍ପଦ ଲୟାଡ ବିଟି ପ୍ରୋ-ଏମ ଚାମ୍ପିଅନସିପ ଭାରତର ୭ଟି ବଡ ବଡ ସହରରେ ଅନୁଷ୍ଠିତ ହେବ। ଏହାର ପ୍ରଥମ ଲେଗ ସେଟ ଟୁ ଅଫ ଅହମ୍ମଦାବାଦର କେଲହାର ବ୍ଲୁ ଓ ଗ୍ରୀନରେ ହେବ। ଏହାର ବାକି ପ୍ରତିଯୋଗିତା ଗୁଡିକ ପ୍ରର୍ଯ୍ୟାୟକ୍ରମେ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ବେଙ୍ଗଲୁରୁ, କଲିକତା ଓ ଦିଲ୍ଲୀରେ ହେବ। ଏଥିରେ ଭାରତର ବଡ ବଡ କମ୍ବାନୀର ୮୦୦ରୁ ଅଧିକ ସିଇଓ ଓ କର୍ପୋରେଟ ମୁଖ୍ୟ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ଏହି ଚାମ୍ପିଆନସିପ୍ ୨୦ ବର୍ଷରେ ପଦାର୍ପଣ କରିଛି। ଏହାର ଫାଇନାଲ ମ୍ୟାଚ ଆସନ୍ତା ୨୦୧୬ ମସିହା ମାର୍ଚ୍ଚ ମାସ ୧୨ ଓ ୧୩ ତାରିଖରେ ଦିଲ୍ଲୀରେ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।