ଈଶ୍ୱରନଙ୍କ ଶତକରେ ଇଣ୍ଡିଆ ରେଡ୍ ମଜଭୁତ୍

ବେଙ୍ଗାଲୁରୁ: ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକ ବଳରେ ଇଣ୍ଡିଆ ରେଡ୍ ଏଠାରେ ଚାଲିଥିବା ଇଣ୍ଡିଆ ଗ୍ରୀନ୍ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଗ୍ରୀନର ୨୩୧ ରନ୍ ଜବାବରେ ରେଡ୍ ଟିମ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୭୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିମନ୍ୟୁ ୧୭୩ ବଲରେ ୧୧ ଚୌକା ଓ ୨ ଛକା ସହ ୧୦୨ ଓ ଅଙ୍କିତ କାଲସି ୧୧ ରନ୍ କରି […]

duleep

duleep

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 09:06 PM IST

Sports

Latest News

ବେଙ୍ଗାଲୁରୁ: ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକ ବଳରେ ଇଣ୍ଡିଆ ରେଡ୍ ଏଠାରେ ଚାଲିଥିବା ଇଣ୍ଡିଆ ଗ୍ରୀନ୍ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ଗ୍ରୀନର ୨୩୧ ରନ୍ ଜବାବରେ ରେଡ୍ ଟିମ୍ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୭୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଭିମନ୍ୟୁ ୧୭୩ ବଲରେ ୧୧ ଚୌକା ଓ ୨ ଛକା ସହ ୧୦୨ ଓ ଅଙ୍କିତ କାଲସି ୧୧ ରନ୍ କରି ଅପରାଜିତ ରହିଛନ୍ତି।

କ୍ୟାପଟେନ୍ ପ୍ରିୟଙ୍କ ପାଞ୍ଚାଲ୍ ୩୩ ଓ କରୁନ୍ ନାୟର୍ ୨୦ ରନ୍ କରି ଆଉଟ୍ ହୋଇଥିଲେ। ଗୁରୁବାର ଇଣ୍ଡିଆ ଗ୍ରୀନ୍ ୧୪୭/୮ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ମୟଙ୍କ ମାର୍କଣ୍ଡେ ଓ ତନବୀର ଉଲ୍-ହକ୍ (୧୮) ନବମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ ଅନ୍ତିମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଙ୍କିତ ରାଜପୁତ୍ ମୟଙ୍କଙ୍କୁ ଭରପୂର ସହଯୋଗ କରିଥିଲେ ଏବଂ ଦୁହେଁ ଶେଷ ୱିକେଟ୍ ପାଇଁ ୫୯ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।

ମୟଙ୍କ ୧୨୧ ବଲରେ ୭ ଚୌକା ସହ ଅପରାଜିତ ୭୬ ଓ ଅଙ୍କିତ ୩୯ ବରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ରେଡ୍ ଟିମ୍ ପକ୍ଷରୁ ଜୟଦେବ ଉନାଦକତ୍ ୪ଟି, ସନ୍ଦୀପ ୱାରିୟର୍ ଓ ଆଭେଶ୍ ଖାନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story