ଏସିଆନ୍ ଏୟାର ଗନ୍ ଚାମ୍ପିଅନସିପ୍: ଅଭିନବ ବିନ୍ଦ୍ରାଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଅନୁଷ୍ଠିତ ଏସିଆନ୍ ଏୟାର ଗନ୍ ଚାମ୍ପିଅନସିପର ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଭିନବ ବିନ୍ଦ୍ରା। ୨୦୮.୩ ପଏଣ୍ଟ ପାଇଁ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ୍ ଜିତିଥିବା ଗଗନ ନାରଙ୍ଗ ଓ ଚୈନ୍ ସିଂହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ତିନି ସୁଟର ୨୦୧୭ରେ ହେବାକୁ ଥିବା ରିଓ ଅଲିମ୍ପିକ ପାଇଁ ସ୍ଥାନ ପକ୍କା କରିସାରିଛନ୍ତି। ସୂଚନାଯୋଗ୍ୟ, ଗତ ୫ […]

abhinav-bindra

abhinav-bindra

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 03:49 PM IST

Sports

Latest News

abhinav-bindraନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଅନୁଷ୍ଠିତ ଏସିଆନ୍ ଏୟାର ଗନ୍ ଚାମ୍ପିଅନସିପର ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଭିନବ ବିନ୍ଦ୍ରା। ୨୦୮.୩ ପଏଣ୍ଟ ପାଇଁ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ।

ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ୍ ଜିତିଥିବା ଗଗନ ନାରଙ୍ଗ ଓ ଚୈନ୍ ସିଂହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ତିନି ସୁଟର ୨୦୧୭ରେ ହେବାକୁ ଥିବା ରିଓ ଅଲିମ୍ପିକ ପାଇଁ ସ୍ଥାନ ପକ୍କା କରିସାରିଛନ୍ତି।

ସୂଚନାଯୋଗ୍ୟ, ଗତ ୫ ବର୍ଷ ପରେ ଅର୍ଥାତ୍ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଭାରତରେ ଏହି ବିଶ୍ୱସ୍ତରୀୟ ସୁଟିଂ ଚାମ୍ପିଅନସିପ୍ ଆୟୋଜିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos