ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆ-ଭାରତ ମ୍ୟାଚ ଡ୍ର  

କ୍ୱାଣ୍ଟନ୍: ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଡ୍ର ରହିଛି। ମ୍ୟାଚ୍ ଆରମ୍ଭର ୧୧ ମିନିଟ୍‌ ପରେ ଦକ୍ଷିଣ କୋରିଆର ଜ୍ୱୁନ ଜ୍ୱଗୋ ପ୍ରଥମ ଗୋଲ ଦେଇଥିଲେ। ୩୩ ମିନିଟ୍‌ ପରେ ଭରତ ପକ୍ଷରୁ ଲଲିତ ଉପାଧ୍ୟାୟ ଗୋଲ ଦେଇ ମ୍ୟାଚ୍‌କୁ ଡ୍ର ରଖିଥିଲେ। ଗୁରୁବାରଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଥିବା ଚତୁର୍ଥ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ […]

hockey

hockey

Rakesh Mallick
  • Published: Saturday, 22 October 2016
  • Updated: 23 October 2016, 06:44 AM IST

Sports

Latest News

କ୍ୱାଣ୍ଟନ୍: ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଡ୍ର ରହିଛି। ମ୍ୟାଚ୍ ଆରମ୍ଭର ୧୧ ମିନିଟ୍‌ ପରେ ଦକ୍ଷିଣ କୋରିଆର ଜ୍ୱୁନ ଜ୍ୱଗୋ ପ୍ରଥମ ଗୋଲ ଦେଇଥିଲେ। ୩୩ ମିନିଟ୍‌ ପରେ ଭରତ ପକ୍ଷରୁ ଲଲିତ ଉପାଧ୍ୟାୟ ଗୋଲ ଦେଇ ମ୍ୟାଚ୍‌କୁ ଡ୍ର ରଖିଥିଲେ।

ଗୁରୁବାରଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଥିବା ଚତୁର୍ଥ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଥିଲା। ଶୁକ୍ରବାର ଜାପାନ ବିପକ୍ଷରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚ୍‌କୁ ୧୦-୨ରେ ଜିତି ନେଇଥିଲା।

ଦଳ ୨୩ ତାରିଖରେ ପାକିସ୍ତାନ, ୨୫ ତାରିଖରେ ଚୀନ ଓ ୨୬ ତାରିଖରେ ମାଲେସିଆ ବିପକ୍ଷରେ ଖେଳିବ।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ୍ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story