ପୁଣି ପାକିସ୍ତାନ ବୋଲରଙ୍କୁ ଧୋଇଲେ ୱାର୍ଣ୍ଣର୍ ଓ ଲାବୁଶେନ୍‌

ଆଡିଲେଡ୍‌: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଭ୍ରମଣକାରୀ ଦଳର ବୋଲର ପୁଣିଥରେ ନିରାଶ କରିଛନ୍ତି। ମ୍ୟାଚର ପ୍ରଥମ ଦିବସରେ ଦୁଇ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ମାର୍ନସ୍ ଲାବୁଶେନ୍ ଆଉଏକ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୭୩ ଓଭରରେ ୧ ୱିକେଟ୍ ହରାଇ ୩୦୨ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ତେବେ ବର୍ଷା ଯୋଗୁ ପ୍ରଥମ ଦିବସରେ ୧୭ ଓଭର ଖେଳ ସମ୍ଭବ ହୋଇନାହିଁ। ଟସ୍ […]

warner-and-marnus

warner-and-marnus

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 06:23 PM IST

Sports

Latest News

ଆଡିଲେଡ୍‌: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଭ୍ରମଣକାରୀ ଦଳର ବୋଲର ପୁଣିଥରେ ନିରାଶ କରିଛନ୍ତି। ମ୍ୟାଚର ପ୍ରଥମ ଦିବସରେ ଦୁଇ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ମାର୍ନସ୍ ଲାବୁଶେନ୍ ଆଉଏକ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୭୩ ଓଭରରେ ୧ ୱିକେଟ୍ ହରାଇ ୩୦୨ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ତେବେ ବର୍ଷା ଯୋଗୁ ପ୍ରଥମ ଦିବସରେ ୧୭ ଓଭର ଖେଳ ସମ୍ଭବ ହୋଇନାହିଁ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ମ୍ୟାଚର ଚତୁର୍ଥ ଓଭରରେ ଓପନିଂ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ (୪)ଙ୍କୁ ଆଉଟ୍ କରି ଶାହୀନ୍ ଆଫ୍ରିଦି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। କିନ୍ତୁ ପାକିସ୍ତାନ ଏହି ଲୟକୁ ପରବର୍ତ୍ତୀ ସମୟରେ ବଜାୟ ରଖିପାରିନଥିଲା। ବ୍ରିସବେସରେ ଶତକ ହାସଲ କରିଥିବା ୱାର୍ଣ୍ଣର୍ ଓ ଲାବୁଶେନଙ୍କ ଯୋଡ଼ି ପାକିସ୍ତାନ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ।

ୱାର୍ଣ୍ଣର ୧୫୬ ବଲରେ ୨୩ତମ ଏବଂ ଲାବୁଶେନ୍ ୧୬୯ ବଲରେ ନିଜର ଦ୍ୱିତୀୟ ଶତକ ପୂରଣ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୨୯୪ ରନର ଅପରାଜିତ ଭାଗୀଦାରୀ କରି ଅଷ୍ଟ୍ରେଲିଆକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ୱାର୍ଣ୍ଣର୍ ୧୬୬ (୨୨୮ ବଲ୍‌, ୧୬ ଚୌକା) ଓ ଲାବୁଶେନ୍ ୧୨୬ (୨୦୫ ବଲ୍‌, ୧୭ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story