ଟିମ୍‌ ଇଣ୍ଡିଆ ଉପରେ ଖୁସ୍‌ ଆଫ୍ରିଦି: କଣ ଥିଲା ଫେରୱେଲ୍‌ ଗିଫ୍‌ଟରେ?

ମୁମ୍ବାଇ: ସାହିଦ ଆଫ୍ରିଦି ଅବସର ଗ୍ରହଣ କରିବା ପରେ ବିରାଟ କୋହଲି ଏବଂ ଭାରତୀୟ ଦଳକୁ ଧନ୍ୟବାଦ ଦେଇଛନ୍ତି। ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଆନ୍ତର୍ଜାତିକ କ୍ରିକେଟ ଜୀବନରୁ ଅବସର ଘୋଷଣା ପରେ ଭାରତୀୟ ଦଳ ପକ୍ଷରୁ ତାଙ୍କୁ ଏକ ଫେରୱେଲ୍‌ ଗିଫ୍ଟ ଦିଆଯାଇଛି। ଯେଉଁଥିରେ ଭାରତୀୟ ଅଧିନାୟକ ବିରାଟଙ୍କ ଦିନିକିଆ ଜର୍ସି ଉପରେ ଭାରତୀୟ ଖେଳାଳିମାନେ ଦସ୍ତଖତ କରି ଆଫ୍ରିଦିଙ୍କୁ ଉପହାର ଦେଇଥିଲେ। ଯାହାକୁ ନେଇ ଆଫ୍ରିଦି ଖୁସି ପ୍ରକାଶ କରିଛନ୍ତି। ଏହାସହ ଟ୍ୱିଟ୍‌ ମାଧ୍ୟମରେ […]

kohli-jersey-afridi-twitter_Fotor_Collage

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 01:45 PM IST

Sports

Latest News

ମୁମ୍ବାଇ: ସାହିଦ ଆଫ୍ରିଦି ଅବସର ଗ୍ରହଣ କରିବା ପରେ ବିରାଟ କୋହଲି ଏବଂ ଭାରତୀୟ ଦଳକୁ ଧନ୍ୟବାଦ ଦେଇଛନ୍ତି। ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଆନ୍ତର୍ଜାତିକ କ୍ରିକେଟ ଜୀବନରୁ ଅବସର ଘୋଷଣା ପରେ ଭାରତୀୟ ଦଳ ପକ୍ଷରୁ ତାଙ୍କୁ ଏକ ଫେରୱେଲ୍‌ ଗିଫ୍ଟ ଦିଆଯାଇଛି। ଯେଉଁଥିରେ ଭାରତୀୟ ଅଧିନାୟକ ବିରାଟଙ୍କ ଦିନିକିଆ ଜର୍ସି ଉପରେ ଭାରତୀୟ ଖେଳାଳିମାନେ ଦସ୍ତଖତ କରି ଆଫ୍ରିଦିଙ୍କୁ ଉପହାର ଦେଇଥିଲେ। ଯାହାକୁ ନେଇ ଆଫ୍ରିଦି ଖୁସି ପ୍ରକାଶ କରିଛନ୍ତି। ଏହାସହ ଟ୍ୱିଟ୍‌ ମାଧ୍ୟମରେ ବିରାଟଙ୍କୁ ଆଫ୍ରିଦ କହିଛନ୍ତି ଯେ ‘ସମ୍ମାନନୀୟ ସୁପରଷ୍ଟାର ଖୁବ୍‌ଶୀଘ୍ର ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶାବାଦୀ। ଅନ୍ୟପଟେ ଏଭଳି ଏକ ସ୍ଥାୟୀ ସ୍ମୃତି ଉପହାର ଦେଇଥିବାରୁ ଖୁସି ଜାହିର କରିଥିବା ବିରାଟ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି। ଏହା ମଧ୍ୟ ପ୍ରାର୍ଥନା କରିଛନ୍ତି ଯେ ଭଗବାନ ଆଫ୍ରିଦିଙ୍କୁ ଖୁସିରେ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story