ଏଆଇଏଫ୍‌ଏଫ୍‌ ଟେକ୍ନିକାଲ ଡାଇରେକ୍ଟର ପଦରୁ ଓହରିଲେ ଓ’ଡୋନେଲ

କୋଲକତା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ୍‌ (ଏଆଇଏଫ୍‌ଏଫ୍‌)ର ଟେକ୍ନିକାଲ ଡାଇରେକ୍ଟର ପଦରୁ ସ୍କଟ୍‌ ଓ’ଡୋନେଲ ଓହରି ଯାଇଛନ୍ତି। ପାରିବାରିକ ସମସ୍ୟା ପାଇଁ ସେ ତାଙ୍କ ଚୁକ୍ତି ଆଉ ଆଗକୁ ବଢାଇବାକୁ ଚାହୁଁ ନ ଥିବା ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଓ’ଡୋନେଲ ୫ ବର୍ଷ ହେବ ଏଆଇଏଫ୍‌ଏଫ୍‌ ସହ କାମ କରୁଥିଲେ। ଏକ ବର୍ଷ ହେବ ସେ ଟେକ୍ନିକାଲ ଡାଇରେକ୍ଟର ହୋଇଥିଲେ। ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏସିଆନ କପ୍‌ ଯୋଗ୍ୟତା ମ୍ୟାଚ୍‌ ପାଇଁ ଏଆଇଏଫ୍‌ଏଫ୍‌ ନୂଆ […]

scott

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 08:01 PM IST

କୋଲକତା: ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେସନ୍‌ (ଏଆଇଏଫ୍‌ଏଫ୍‌)ର ଟେକ୍ନିକାଲ ଡାଇରେକ୍ଟର ପଦରୁ ସ୍କଟ୍‌ ଓ’ଡୋନେଲ ଓହରି ଯାଇଛନ୍ତି। ପାରିବାରିକ ସମସ୍ୟା ପାଇଁ ସେ ତାଙ୍କ ଚୁକ୍ତି ଆଉ ଆଗକୁ ବଢାଇବାକୁ ଚାହୁଁ ନ ଥିବା ଏଆଇଏଫ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ଓ’ଡୋନେଲ ୫ ବର୍ଷ ହେବ ଏଆଇଏଫ୍‌ଏଫ୍‌ ସହ କାମ କରୁଥିଲେ। ଏକ ବର୍ଷ ହେବ ସେ ଟେକ୍ନିକାଲ ଡାଇରେକ୍ଟର ହୋଇଥିଲେ।

ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏସିଆନ କପ୍‌ ଯୋଗ୍ୟତା ମ୍ୟାଚ୍‌ ପାଇଁ ଏଆଇଏଫ୍‌ଏଫ୍‌ ନୂଆ ଟେକ୍ନିକାଲ ଡାଇରେକ୍ଟର ଖୋଜିବା ଆରମ୍ଭ କରିଦେଇଛି।

Related story