ଡେଭିସ୍ କପ୍ ପାଇଁ ପାକିସ୍ତାନ ଯିବ ଭାରତ

ନୂଆଦିଲ୍ଲୀ: ସମ୍ମାନଜନକ ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟେନିସ୍ ଟିମ୍ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ। ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ସେକ୍ରେଟାରୀ ଜେନେରାଲ୍ ହିରଣ୍ମୟ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏହା କୌଣସି ଦ୍ୱିପାକ୍ଷିକ ସିରିଜ୍ ନୁହେଁ ବରଂ ଏହା ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ଭାରତ ପାକିସ୍ତାନ ଗସ୍ତ କରିବ। ଏ ସମ୍ବନ୍ଧରେ ଆମେ କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା କରିନାହୁଁ, କାରଣ ଏହା […]

tennis

tennis

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 03:58 PM IST

Sports

Latest News

ନୂଆଦିଲ୍ଲୀ: ସମ୍ମାନଜନକ ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟେନିସ୍ ଟିମ୍ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ। ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ସେକ୍ରେଟାରୀ ଜେନେରାଲ୍ ହିରଣ୍ମୟ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଏହା କୌଣସି ଦ୍ୱିପାକ୍ଷିକ ସିରିଜ୍ ନୁହେଁ ବରଂ ଏହା ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ଭାରତ ପାକିସ୍ତାନ ଗସ୍ତ କରିବ। ଏ ସମ୍ବନ୍ଧରେ ଆମେ କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା କରିନାହୁଁ, କାରଣ ଏହା ଏକ ଗ୍ଲୋବାଲ୍ ଟୁର୍ଣ୍ଣାମେଣ୍ଟ ଏବଂ ଆମକୁ ଅଲିମ୍ପିକ୍ ଚାର୍ଟରକୁ ମାନିବାକୁ ପଡ଼ିବ।"

ଚାଟାର୍ଜୀ ଆହୁରି କହିଛନ୍ତି, "୬ଜଣିଆ ଖେଳାଳିଙ୍କ ଟିମ୍ ସହ ସର୍ପୋଟ୍ ଷ୍ଟାଫ୍ ଏବଂ କୋଚ୍ ପାକିସ୍ତାନ ଯିବେ । ମୁଁ ନିଜେ ମଧ୍ୟ ଟିମ୍ ସହ ଯିବି। ଆମେ ପ୍ରତି ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଭିସା ଆବେଦନ କରିବୁ। ଯଦି ପାକିସ୍ତାନ ହକି ଟିମ୍ ବିଶ୍ୱକପ୍ ପାଇଁ ଭାରତ ଆସିପାରୁଛି, ତାହେଲେ ଆମେ ମଧ୍ୟ ପାକିସ୍ତାନ ଯାଇପାରିବୁ। ଯେହେତୁ ଏହା ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ, ସେଥିପାଇଁ ପାକିସ୍ତାନ ଯିବାକୁ ଆମେ ବାଧ୍ୟ।"

ଡେଭିସ୍ କପ୍ ଡ୍ର' ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହୋଇଥିଲା, କିନ୍ତୁ ୧୪ ଫେବୃଆରୀରେ ପୁଲୱାମା ହମଲା ପରେ ଭାରତୀୟ ଟେନିସ୍ ଟିମର ପାକିସ୍ତାନ ଯିବା ଅନିଶ୍ଚିତତାରେ ରହିଯାଇଥିଲା। ଭାରତୀୟ କ୍ରିକେଟ୍ ଟିମ୍ ୨୦୦୬ରେ ପାକିସ୍ତାନ ଗସ୍ତ କରିଥିଲା। ଏହାପରଠାରୁ କୌଣସି ସ୍ପୋର୍ଟ୍ସରେ କୌଣସି ଟିମ୍ ପାକିସ୍ତାନ ଯାଇନାହାନ୍ତି। ସେହିପରୀ ଭାରତୀୟ ଟିମ୍ ପାକିସ୍ତାନ ବିପକ୍ଷରେ ୨୦୦୬ରେ ଡେଭିସ୍ କପ୍ ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳିଥିଲା। ଏହି ମୁକାବିଲାରେ ଭାରତ ୩-୨ରେ ବିଜୟୀ ହୋଇଥିଲା। ଏପରିକି ପାକିସ୍ତାନ ବିପକ୍ଷରେ ଭାରତର ଡେଭିସ୍ କପ୍ ରେକର୍ଡ ୬-୦ ରହିଛି। ଏଆଇଟିଏ ଏପର୍ଯ୍ୟନ୍ତ ଭାରତର ଫାଇନାଲ୍ ସ୍କ୍ୱାଡ୍ ଘୋଷଣା କରିନାହିଁ।

ସୂଚନାଯୋଗ୍ୟ, ୧୯୬୪ରେ ଭାରତୀୟ ଟିମ୍ ପ୍ରଥମଥର ପାକିସ୍ତାନରେ ଡେଭିସ୍ କପ୍ ମୁକାବିଲା ଖେଳିଥିଲା। ଲାହୋରରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ୪-୦ରେ ପାକିସ୍ତାନକୁ ହରାଇଥିଲା। ଏହା ପରେ ଭାରତ କେବେବି ଟେନିସ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯାଇନାହିଁ। ଚଳିତ ବର୍ଷ ଡେଭିସ୍ କପର ଏସିଆ-ଓସେିନିଆ ଗ୍ରୁପ୍-ଆଇ ମୁକାବିଲା ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଇସଲାମାବାଦରେ ଗ୍ରାସ୍ କୋର୍ଟରେ ଖେଳାଯିବ।

ଏହା ପୂର୍ବରୁ ପାକିସ୍ତାନ ଟେନିସ୍ ଫେଡେରେଦନ୍ (ପିଟିଏଫ୍) ପକ୍ଷରୁ କୁହାଯାଇଥିଲା ଯେ, ଡେଭିସ କପରେ ଭାରତର ବିପକ୍ଷ ମ୍ୟାଚ୍ ଆୟୋଜନ କରିବା ପାଇଁ ପାକିସ୍ତାନ ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ପିଟିଏଫର ଅଧ୍ୟକ୍ଷ ଖାଲିଦ୍ ରହମାନୀ କହିଛନ୍ତି, ଏହି ମୁକାବିଲା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଇଣ୍ଟରନ୍ୟାଶନାଲ୍ ଟେନିସ୍ ଫେଡେରେସନ୍ (ଆଇଟିଏଫ୍)ର ଏକ ନୂଆ ଟିମ୍ ପାକିସ୍ତାନ ଗସ୍ତ କରିଥିଲା। ଏହି ଟିମ୍ ପାକିସ୍ତାନର ପ୍ରଶାସନ ଓ ସୁରକ୍ଷାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story